Browsing Tag

vegetable price hike

ବନ୍ୟା ପରେ ଆକାଶ ଛୁଆଁ ପରିବା ଦର, ଖାଉଟିଙ୍କ ଭିତରେ ଅସନ୍ତୋଷ

କେନ୍ୟୁଜ୍: ବନ୍ୟା ପରେ ଆକାଶ ଛୁଆଁ ପରିବା ଦର। ପ୍ରତି ପରିବା କେଜି ୧୦ରୁ ୨୦ ଟଙ୍କା ଲେଖାଏଁ ବଢିଛି। ଫଳରେ ଖାଉଟିଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ବାଲେଶ୍ୱର ସହରକୁ ମୁଖ୍ୟତଃ ରେମୁଣା ଓ କିସିମିଳା ଅଞ୍ଚଳରୁ ପରିବା ଆସେ। ବୁଢାବଳଙ୍ଗ ଓ ସୋନ ନଦୀରେ ଜଳସ୍ତର ବୃଦ୍ଧି ହେତୁ ତଳିଆ ଅଞ୍ଚଳ ଚାଷ…

କାର୍ତ୍ତିକ ମାସ ପାଇଁ ଦୁଇ ଗୁଣା ପରିବା ଦର, ଘରକୁ କିଣି ନେବାକୁ ଅସମର୍ଥ ଲୋକେ

ଭଦ୍ରକ(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ ।  କୃଷି ବହୁଳ ଭଦ୍ରକ ଜିଲ୍ଲାରେ ଏବେ ପନିପରିବା ଦର ଆକାଶ ଛୁଆଁ। ଫଳରେ ସାଧାରଣ ମଧ୍ୟବିତ୍ତ ଲୋକ ମାନେ ପନି ପରିବା କିଣିବା ପାଇଁ ବଜାର ରେ ଆଉ ପୂର୍ବଅପେକ୍ଷା ଭିଡ଼ ଜମାଉ ନାହାନ୍ତି।ନିତ୍ୟବ୍ୟବହାର୍ଯ୍ୟ ପରିବା ସହ, ପିଆଜ…

ରୋଷେଇ ଘରେ ମହଙ୍ଗା ମାଡ଼: ୫୦ ଟଙ୍କା ଉପରେ ସବୁ ପରିବା ଦର, କେଜିଏ ବଦଳରେ ଅଧା କେଜି କିଣୁଛନ୍ତି ଖାଉଟି

ଭୁବନେଶ୍ବର(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶଛୁଆଁ ପରିବା ଦର । ରାଜଧାନୀରେ ୫୦ ଛୁଇଁଛି ପିଆଜ । ପୂର୍ବରୁ କେଜି ୩୦ ଟଙ୍କା ଥିବାବେଳେ ଏକାଥରେ ୨୦ ଟଙ୍କା ବଢି ୫୦ରେ ପହଂଚିଛି । ଏହାସହ ୫୦ ଟଙ୍କା ଉପରେ ସବୁ ପରିବା । ବଜାରରେ…

ଖାଉଟି ଉପରେ ମହଙ୍ଗା ମାଡ଼, ଆକାଶ ଛୁଆଁ ପରିବା ଦର

କେନ୍ୟୁଜ୍(ବ୍ୟୁରୋ): ହାଣ୍ଡିଶାଳକୁ ପରିବା ଦର ମାଡ଼। ଆକାଶ ଛୁଆଁ ପରିବା ଦର। ନିତ୍ୟବ୍ୟବହାର୍ଯ୍ୟ ପରିବା ନୁହେଁ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ପିଆଜ କିଲୋ ପ୍ରତି ଦର ୪୫ ଟଙ୍କା ଥିବା ବେଳେ ଆଳୁ ୪୦ ଟଙ୍କା ଉପରେ ରହିଛି। ସେହିଭଳି ସବୁ ପରିବା ଦର ୬୦ ଟଙ୍କା ଉପରେ ରହିଛି।…

ଲକ୍‌ଡାଉନ୍‌ ଯୋଗୁ ଶାଗମାଛ ଦରରେ ବିକ୍ରି ହେଉଛି ପରିବା, ଟମାଟୋ କିଲୋ ଟଙ୍କେ

କରୋନା ଯୋଗୁ ଏବେ ସମସ୍ତଙ୍କ ବେପାର ମାନ୍ଦାରେ ଚାଲିଛି। ଲକ୍‌ଡାଉନ୍‌ ଯୋଗୁ ଗାଡ଼ିମଟର, ଦୋକାନ ବଜାର ସବୁ ବନ୍ଦ ରହିଛି। ଖାସ୍‌ କରି ବ୍ୟବସାୟୀ ଓ ଚାଷୀମାନେ ଏବେ କ୍ଷତିରେ ଚାଲିଛନ୍ତି। ଜମିରେ ପନିପରିବା ଭରି ରହିଥିବା ବେଳେ ବଜାରକୁ ନେବାକୁ ଗାଡ଼ି ନାହିଁ। ଏଣୁ ବାଧ୍ୟ ହୋଇ ନିକଟସ୍ଥ ବଜାରରେ…

ବାତ୍ୟା ଫନି ପରେ ପରିବା ବଜାରରେ ନିଆଁ, ଦୁଇ ସପ୍ତାହ ଭିତରେ ବଢିଲାଣି ଦୁଇ ଗୁଣା

ଭୁବନେଶ୍ୱର(କେନ୍ୟୁଜ୍): ବାତ୍ୟା ଫନି ପରେ ପରିବା ବଜାରରେ ନିଆଁ। ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇ ଗୁଣା ବଢିଲାଣି ପରିବା ଦର। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ପୋଟଳ କିଲୋ ୬୦ଟଙ୍କା ହୋଇଥିବାବେଳେ ବାଇଗଣ ବି ୫୦ ଛୁଇଁଛି। ସେହିପରି ଭେଣ୍ଡି…