Browsing Tag

vegetable prices

ହାଣ୍ଡିଶାଳକୁ ମହଙ୍ଗା ମାଡ: କାର୍ତ୍ତିକ ମାସ ଚାଲିଥିବାରୁ ହୁ ହୁ ହୋଇ ବଢିବାରେ ଲାଗିଛି ଦର

ଭୁବନେଶ୍ବର: ହାଣ୍ଡିଶାଳକୁ ପରିବା ଦର ମାଡ଼। ଆକାଶ ଛୁଆଁ ପରିବା ଦର। ନିତ୍ୟବ୍ୟବହାର୍ଯ୍ୟ ପରିବା ନୁହେଁ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ପିଆଜ କିଲୋ ପ୍ରତି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ଆଳୁ ୪୦ ଟଙ୍କା ଉପରେ ରହିଛି। ସେହିଭଳି ସବୁ ପରିବା ଦର ୬୦ ଟଙ୍କା ଉପରେ ରହିଛି।…

ଲକ୍‌ଡାଉନ୍‌ ଯୋଗୁ ଶାଗମାଛ ଦରରେ ବିକ୍ରି ହେଉଛି ପରିବା, ଟମାଟୋ କିଲୋ ଟଙ୍କେ

କରୋନା ଯୋଗୁ ଏବେ ସମସ୍ତଙ୍କ ବେପାର ମାନ୍ଦାରେ ଚାଲିଛି। ଲକ୍‌ଡାଉନ୍‌ ଯୋଗୁ ଗାଡ଼ିମଟର, ଦୋକାନ ବଜାର ସବୁ ବନ୍ଦ ରହିଛି। ଖାସ୍‌ କରି ବ୍ୟବସାୟୀ ଓ ଚାଷୀମାନେ ଏବେ କ୍ଷତିରେ ଚାଲିଛନ୍ତି। ଜମିରେ ପନିପରିବା ଭରି ରହିଥିବା ବେଳେ ବଜାରକୁ ନେବାକୁ ଗାଡ଼ି ନାହିଁ। ଏଣୁ ବାଧ୍ୟ ହୋଇ ନିକଟସ୍ଥ ବଜାରରେ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼, ଆକାଶଛୁଆଁ ଏବେ ପରିବା ଦର

କେନ୍ୟୁଜ୍: ଲଗାମ ବାହାରେ ପରିବା ଦର । ବହୁ ପନିପରିବାର ଦର ଏବେ ୪୦ ଟଙ୍କାରୁ ଆରମ୍ଭ କରି ୬୦ ଟଙ୍କା ଉପରେ ରହିଛି । ବାହର ରାଜ୍ୟରୁ ପରିବା ଆମଦାନ ହେଉଥିବାରୁ ଏଭଲି ପରିସ୍ଥିତ ସୃଷ୍ଟି ହୋଇଛି । ଫନି ବାତ୍ୟା କାରଣରୁ ରାଜ୍ୟରୁ ଲୋକାଲ ପରିବା ବଜାରକୁ ଆସିବା ବନ୍ଦ ହୋଇଯାଇଛି । ସେପଟେ ପରିବା…