ହାଣ୍ଡିଶାଳକୁ ମହଙ୍ଗା ମାଡ: କାର୍ତ୍ତିକ ମାସ ଚାଲିଥିବାରୁ ହୁ ହୁ ହୋଇ ବଢିବାରେ ଲାଗିଛି ଦର
ଭୁବନେଶ୍ବର: ହାଣ୍ଡିଶାଳକୁ ପରିବା ଦର ମାଡ଼। ଆକାଶ ଛୁଆଁ ପରିବା ଦର। ନିତ୍ୟବ୍ୟବହାର୍ଯ୍ୟ ପରିବା ନୁହେଁ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ପିଆଜ କିଲୋ ପ୍ରତି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ଆଳୁ ୪୦ ଟଙ୍କା ଉପରେ ରହିଛି। ସେହିଭଳି ସବୁ ପରିବା ଦର ୬୦ ଟଙ୍କା ଉପରେ ରହିଛି।…