ବିଏମ୍ସି ପକ୍ଷରୁ ଭୁବନେଶ୍ୱରର ୧୦୦ଟି ବସ୍ ଷ୍ଟପରେ ଅସ୍ଥାୟୀ ଭେଣ୍ଡିଂ ସେଣ୍ଟରର ବ୍ୟବସ୍ଥା, ସକାଳ ୭ଟାରୁ ୧୦ଟା ଏବଂ…
ଭୁବନେଶ୍ୱର: ବସ୍ ଷ୍ଟପରେ ପରିବା ମାର୍କେଟ। ସକାଳ ୭ଟାରୁ ୧୦ଟା ଏବଂ ସନ୍ଧ୍ୟା ୪ଟାରୁ ୭ଟା ପର୍ଯ୍ୟନ୍ତ ଏଠାରେ ପରିବା ମିଳିବ। ରାଜଧାନୀବାସିନ୍ଦା ଏହି ସମୟ ମଧ୍ୟରେ ଏଠାକୁ ଆସି ପରିବା କିଣିପାରିବେ।
ଲୋକଙ୍କ ସୁବିଧା ପାଇଁ ବିଏମ୍ସି ପକ୍ଷରୁ ଭୁବନେଶ୍ୱରର ୧୦୦ଟି ବସ୍ ଷ୍ଟପରେ ଏହି…