ଟ୍ରକକୁ ଧକ୍କା ଦେଲା ପନିପରିବା ବୋଝେଇ ପିକଅପ୍ ଭ୍ୟାନ୍, ୨ ମୃତ
ଗଞ୍ଜାମ : ଟ୍ରକକୁ ଧକ୍କା ଦେଲା ପନିପରିବା ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୨ ମୃତ । ପିକଅପ୍ ଭ୍ୟାନ ଡ୍ରାଇଭର ଆହାତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଧରାକୋଟ ଥାନା ଅନ୍ତର୍ଗତ…