ଡିପ୍ରେସନ ରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ଏହି ସବୁ ଫଳର ଚୋପା ଦେଇଥାଏ ଫାଇଦା
ଫଳ କିମ୍ବା ପନିପରିବା ସବୁକିଛି ଆମ ସ୍ୱାସ୍ଥ୍ୟ ପାଇଁ ହିତକର। କିନ୍ତୁ ଫଳ ସହିତ ଏହାର ଚୋପା ମଧ୍ୟ ଆପଣଙ୍କ ପାଇଁ ହିତକର, ତାହା ବହୁତ କମ୍ ଲୋକ ଜାଣିଥିବେ। କେତେକ ଫଳ ଚୋପା ଦ୍ୱାରା ମଧ୍ୟ ଶରୀରକୁ ସୁସ୍ଥ ରଖାଯାଇପାରିବ। ଏକ ଅଧ୍ୟୟନରୁ ଜଣାପଡିଛି, କେବଳ ଫଳ ଏବଂ ପନିପରିବା ନୁହେଁ ବରଂ…