Browsing Tag

vegetables price hike

ବେଲଗାମ କଞ୍ଚା ପରିବା ଦର, ଚିନ୍ତା ବଢ଼ାଇଲାଣି ଆଳୁ ଓ ପିଆଜ ଦର

କଟକ : ପରିବା ଦରରେ ଲାଗୁନି ବ୍ରେକ।  ପରିବା ବଜାରକୁ ଯିବା ପାଇଁ ଡରୁଛନ୍ତି ଲୋକ । କଞ୍ଚା ପରିବା ସହ ଆଳୁ ଦର ବି ନିୟନ୍ତ୍ରଣ ବାହାରେ । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି ।  ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ ପାଲଟିଛି । ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି…

ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ସବୁ ୫୦ ଉପରେ…

ଭୁବନେଶ୍ୱର (କେନ୍ୟୁଜ):  ସାଧାରଣ ଖାଉଟିର ହାଣ୍ଡିଶାଳ ଉପରେ ପଡିଛି ଚଡକ । ଆକାଶଛୁଆଁ ହୋଇ ଯାଇଛି କଞ୍ଚା ପରିବା ଦର । କୌଣସି ବି ପରିବା ୫୦ ଟଙ୍କା ତଳକୁ ନ ଥିବା ବେଳେ ଗରିବ ଓ ମଧ୍ୟବିତ୍ତ ପରିବାର କିପରି ଚଳିବେ ତାକୁ ନେଇ ସମସ୍ୟା ଦେଖାଦେଇଛି । ଯେଉଁ ପରିବା ଦର ଗତମାସ ସୁଦ୍ଧା ସ୍ୱାଭାବିକ…

ହାଣ୍ଡିଶାଳରେ ମହଙ୍ଗା ମାଡ଼: ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଆକାଶ ଛୁଆଁ ହେଲାଣି ପରିବା ଦର

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସାରା ରାଜ୍ୟରେ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି । ଆନ୍ଦୋଳନ ହେତୁ ମାଲବାହୀ ଟ୍ରକ ଗୁଡିକ ରାସ୍ତାରେ ଅଟକି ରହିଛି । ଏହାର ପ୍ରଭାବ ସିଧାସଳଖ ପରିବା ମାର୍କେଟ ଉପରେ ପଡିଛି ।…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ୫୦ ରୁ ୬୦ ଟଙ୍କା ଉପରେ ସବୁ ପରିବା ଦର, ପାଞ୍ଚ ଶହ ଟଙ୍କାରେ ବି ଭରୁନି ବ୍ୟାଗ୍

ଭୁବନେଶ୍ବର : ହାଣ୍ଡିଶାଳକୁ ମହଙ୍ଗା ମାଡ଼। ଆକାଶ ଛୁଆଁ ପରିବା ଦର। ନିତ୍ୟବ୍ୟବହାର୍ଯ୍ୟ ପରିବା ନୁହେଁ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ପିଆଜ କିଲୋ ପ୍ରତି ଦର ୭୦ ଟଙ୍କା ଥିବା ବେଳେ ଆଳୁ ୪୦ ଟଙ୍କା ଉପରେ ରହିଛି। ସେହିଭଳି ସବୁ ପରିବା ଦର ବି ୫୦ ରୁ ୬୦ ଟଙ୍କା ଉପରେ ରହିଛି।…