ଏହି ଫଳ ଓ ପନିପରିବାରେ ମିଳିଥାଏ ଭିଟାମିନ୍ B12 , ଖାଇବା ଦ୍ୱାରା ମିଳିବ ଅନେକ ରୋଗରୁ ମୁକ୍ତି
ଶରୀର ପାଇଁ ଭିଟାମିନ୍ B12 ଗୋଟିଏ ଭଲ ପୋଷକ ତତ୍ତ୍ୱ ହୋଇଥାଏ । ଏହା କେବଳ ଲାଲ ରକ୍ତ କଣିକା ଏବଂ ଡିଏନ୍ଏ ଗଠନରେ ସାହାଯ୍ୟ କରେ ନାହିଁ, ବରଂ ଏହା ମସ୍ତିଷ୍କ ଏବଂ ସ୍ନାୟୁ କୋଷଗୁଡ଼ିକର କାର୍ଯ୍ୟ ଏବଂ ବିକାଶରେ ମଧ୍ୟ ସାହାଯ୍ୟ କରେ । ତେଣୁ ଶରୀରରେ ଏହି ପୁଷ୍ଟିକର ଅଭାବ ଅନେକ ସ୍ୱାସ୍ଥ୍ୟ…