Browsing Tag

vegetables

ଦେଶରେ ବେଲଗାମ୍‌ ଦରଦାମ୍‌ ସ୍ଥିତି, ଗତ ଡିସେମ୍ବର ମାସରେ ପନିପରିବା ଦରରେ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ:ଦେଶରେ ଦରଦାମ ସ୍ଥିତି ଅନିୟନ୍ତ୍ରିତ। ଗତ ଡିସେମ୍ବର ମାସରେ ଅନେକ ସାମଗ୍ରୀର ଦର ବଢିଥିଲା। ପନିପରିବା ଦରରେ ମଧ୍ୟ ସର୍ବାଧିକ ବୃଦ୍ଧି ଘଟିଛି। ୨୦୧୯ ଡିସେମ୍ବର ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୩୫ ପ୍ରତିଶତ ଭଳି ଉଚ୍ଚସ୍ତରରେ ପହଞ୍ଚିଥିଲା। ଏହାର ଗୋଟିଏ ମାସ ପୂର୍ବରୁ…

ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ…

କେତେ ସୁରକ୍ଷିତ ଆମେ ଖାଉଥିବା ପରିବା ?

ଭୁବନେଶ୍ବର : ତଟକା ପରିବାର ଚାହିଦା ସବୁବେଳେ । ସତେଜ ପରିବା ସ୍ୱାସ୍ଥ୍ୟ ପକ୍ଷେ ବେଶ ହିତକର । ହେଲେ କେବେ ଭାବିଛନ୍ତି ଆପଣ ଖାଉଥିବା ପନିପରିବାରେ କେଉଁ ସବୁ ରାସାୟାନିକ ସାର ପ୍ରୟୋଗ ହୋଇଥାଏ ? ପନିପରିବାକୁ ସତେଜ ଓ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କ୍ରିଫେସ +୪୪, କନଫିଡେନ୍ସ ୫୫୫…

ପରିବା ବଜାରରେ ଲାଗିଛି ନିଆଁ : କନ୍ଦାଉଛି ପିଆଜ

ଭୁବନେଶ୍ବର : ରାଜ୍ୟରେ ପନିପରିବା ଦର ବଢ଼ିବାରେ ଲାଗିଛି । ବିଶେଷ କରି ସପ୍ତାହେ ହେଲା ବଢ଼ିଚାଲିଛି ପିଆଜ ଦର । ୨୦ ଟଙ୍କାରୁ ବଢି ୨୫ରେ ପହଞ୍ଚିଲାଣି । ଅନ୍ୟ ପରିବା ମଧ୍ୟରେ ଆଳୁ କିଲୋ ୧୭, ଜହ୍ନି ୪୦, ବାଇଗଣ ୪୦, ବିନ୍‌ସ ୮୦ରୁ ୯୦, କ୍ୟାପ୍‌ସିକମ୍‌ ୧୨୦, ଭେଣ୍ଡି ୫୦, କଲରା ୫୦ରୁ ୬୦,…