ପରିବା ବଜାରରେ ନିଆଁ: ପୋଟଳ ୫୦, ବାଇଗଣ ୬୦
ଭୁବନେଶ୍ୱର : ବନ୍ୟା ଯୋଗୁ ଏବେ ପରିବା ବଜାରରେ ଲାଗିଛି ନିଆଁ। ବଢ଼ି ପାଣି ଯୋଗୁ ରାଜଧାନୀରେ ଏବେ ପରିବା ଦର ଆକାଶ ଛୁଆଁ। ଯାହାକୁ ଛୁଇଁବ ସବୁ ୫୦ ଉପରେ।
ଆଜି ହୋଲସେଲ୍ ମାର୍କେଟରେ ପୋଟଳ କିଲୋ ପ୍ରତି ୩୦ ଟଙ୍କା ଥିବା ବେଳେ ଖୁଚୁରା ବ୍ୟବସାୟୀ ୫୦ରେ ବିକୁଛନ୍ତି। ସେହିପରି ବାଇଗଣ କିଲୋ…