Browsing Tag

vehicle

ଗଞ୍ଜାମ : ଅଜଣା ଗାଡ଼ି ଧକ୍କାରେ ଡ୍ରାଇଭର ମୃତ, ଜଣେ ଗୁରୁତର

ଗଞ୍ଜାମ (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଏବଂ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗାଁ ନିକଟରେ ଘଟିଛି ଏଭଳି ଦୂର୍ଘଟଣା । ମୃତକ ଜଣକ ହେଲେ ଏକ ଡାଲାଅଟୋ ଡ୍ରାଇଭର ରାଜକିଶୋର ଦିଗାଳ । ଏବଂ ଆହତ ଜଣକ ହେଲେ ସେହି ଗାଡ଼ିର ହେଲପର୍ ଜେସନ ଦିଗାଳ ।…

ମାଲକାନଗିରି: ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ଗାଡି,୧୪ ଗୁରୁତର

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟିରେ ସବାରି ଗାଡି ଦୁର୍ଘଟଣା ଗ୍ରସ୍ତ । ଭାରସାମ୍ୟ ହରାଇ କଲଭର୍ଟଂରେ ପିଟିହେଲା ସବାରି । ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବା ବେଳେ ଅନ୍ୟ ମାନେ ଆହତ ହୋଇଛନ୍ତି । ଗାଡିଟି ଜାନବାଇ ରୁ ଗୁପ୍ତେଶ୍ବର…

ଗାଡ଼ିର RC ଟ୍ରାନ୍ସଫର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଭାରତରେ ପ୍ରତିଦିନ ହଜାର ହଜାର Second hand cars ର କିଣା ବିକା ଚାଲିଛି। ଆଉ ଏମାନଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ ମାନେ RC Transfer କରିବା ବହୁତ ଅଡ଼ୁ ଆ କାମ। କିନ୍ତୁ ଏବେ ଏହି କାମକୁ ନେଇ ଆଉ ଚିନ୍ତା କରନ୍ତୁ ନାହିଁ। ଏବେ ଆପଣ ଖୁବ ସହଜରେ ନିଜRC Transfer କରିପାରିବେ। ଏବେ…

ଘଟଗାଁ : ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଘଟଗାଁ  (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଚାଲିଗଲା ବିଜେଡି ଯୁବ ନେତାଙ୍କ ଜୀବନ। ମୃତ ଯୁବନେତା ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମର ସଞ୍ଜୀବ କୁମାର ବାସ। ସଞ୍ଜୀବ ବାଇକ ଯୋଗେ କୌଣସି କାମରେ ବ୍ରହ୍ମଣୀପାଳ ଯାଇ ଫେରୁଥିବା ବେଳେ ରେମାଳ ଛକ ନିକଟରେ ଏକ…

୭୦୦୦ ପେଟ୍ରୋଲ ପମ୍ପ ହେବ କାର ଓ ବାଇକ ଏନର୍ଜି ଷ୍ଟେସନ , ମିଳିବ ଇଭି ଚାର୍ଜିଙ୍ଗର ସୁବିଧା

ଭାରତ ପେଟ୍ରୋଲିୟମର ବଡ ରିଫର୍ମ , ଆଗକୁ ହେବାକୁ ଯାଉଛି ୭୦୦୦ ପେଟ୍ରୋଲ ପମ୍ପ ରେ ଏନର୍ଜି ଷ୍ଟେସନ । ଯାହା ହେବା ଦ୍ୱାରା ଇଭି ଚାଳକଙ୍କୁ ମିଳିବ ଗାଡି ଚାର୍ଜିଙ୍ଗର ସୁବିଧା । ପେଟ୍ରୋଲ ଦର ବଢୁଥିବାରୁ କିଛି ଲୋକେ ଇଲେକ୍ଟ୍ରି ଭାଇକେଲ କିଣିବା ପାଇଁ ମନ ସ୍ଥିର ମଧ୍ୟ କରି ସାରିଲେଣି ।…

ଯଦି ଆପଣଙ୍କ ଗାଡ଼ି ପ୍ରଦୂଷଣ ପରୀକ୍ଷାରେ ହୋଇଯାଇଛି ଫେଲ୍‌ ତ ଏହି ୫ଟି ଜିନିଷକୁ ଆପଣ ନିଶ୍ଚୟ କରିବା ଉଚିତ

କୁହାଯାଏ, ଯାନବାହନ ଯୋଗୁ ଆମ ବାୟୁମଣ୍ଡଳରେ ସବୁବେଳେ ପ୍ରଦୂଷଣ ଛାଇ ରହିଥାଏ। ଏଥିଯୋଗୁ ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ିମୋଟର ପାଇଁ ପ୍ରଦୂଷଣ ପରୀକ୍ଷା ନିହାତି ଆବଶ୍ୟକ ପଡ଼ିଥାଏ। ତେବେ ଯଦି ଏଥିରେ କୌଣସି ବି ପ୍ରକାର ଉଲ୍ଲଂଘନ ହୁଏ, ତ ଭାରି ଜରିମାନା ଲଗାଯିବାର ନିୟମ ରହିଛି। କିନ୍ତୁ…

ଏବେ ରାସ୍ତାରେ କେତେ ସ୍ପିଡ୍‌ରେ ଗାଡ଼ି ଚଲାଇବେ ସେ ନେଇ ନିଷ୍ପତ୍ତି ନେବେ ସରକାର, ବଢ଼ିଲେ କଟିବ ଚାଲାଣ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଦେଶରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ସର୍ବାଧିକ ଲିମିଟ୍‌ ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି ସୀମା ୨୦ କିଲୋମିଟର ପ୍ରତି ଘଣ୍ଟା ବେଗରୁ ଅଧିକ ହୋଇପାରେ। ତେବେ ବର୍ତ୍ତମାନ ସଡ଼କ ପରିବହନ ମନ୍ତ୍ରାଳୟ କାର ପାଇଁ ଜାତୀୟ ରାଜପଥରେ ସର୍ବାଧିକ…

ଗୋଟିଏ ରେଜିଷ୍ଟ୍ରେସନ ନମ୍ବରରେ ଦୁଇଟି ଗାଡି: ଗୋଟିଏ ବାଇକ୍ ଅନ୍ୟଟି ଟ୍ରକ୍, ଦୀର୍ଘ ୧୫ ବର୍ଷ ହେଲା ଏଭଳି ଚାଲୁଥିଲେ ବି…

ଢେଙ୍କାନାଳ: ଗୋଟିଏ ରେଜିଷ୍ଟ୍ରେସନ ନମ୍ବରରେ ଦୁଇଟି ଗାଡି । ଗୋଟିଏ ବାଇକ ଅନ୍ୟଟି ଟ୍ରକ । ଦୀର୍ଘ ୧୫ ବର୍ଷ ହେଲା ଏଭଳି ଚାଲୁଥିଲେ ବି ପରିବହନ ବିଭାଗ ପାଖରେ ଖବର ନାହିଁ । ଢେଙ୍କାନାଳ ରାଧାକୃଷ୍ଣ ବଜାରର କବିଚନ୍ଦ୍ର ବେହେରା ଆଣିଛନ୍ତି ଏଭଳି ଅଭିଯୋଗ। ୨୦୦୫ ମସିହାରେ ଏକ ମୋଟର ସାଇକେଲ…

ଗାଡି ବିକି ଦେଇଛନ୍ତି କିନ୍ତୁ ମାଲିକାନା କରିନାହାନ୍ତି ହସ୍ତାନ୍ତର, ତେବେ ଫସି ପାରନ୍ତି ! ଜାଣନ୍ତୁ କିପରି କରିବେ…

ନିଜ ଗାଡିକୁ ବିକିବା ପରେ ଆପଣ ଯଦି ଅନ୍ୟ ନାମକୁ ଟ୍ରାନ୍ସଫର କରିନାହାନ୍ତି ତେବେ ନିଶ୍ଚିତ ରୂପେ ହଇରାଣରେ ପଡିପାରନ୍ତି । ନହେଲେ ଭବିଷ୍ୟତରେ ସେହି ଗାଡି ଦ୍ୱାରା କୌଣସି ଦୁର୍ଘଟଣା ଘଟେ ତେବେ ଆପଣ ହିଁ ପ୍ରଥମେ ହଇରାଣରେ ପଡିପାରନ୍ତି । ଆପଣଙ୍କ ସେ ଘଟଣା ସହ କୌଣସି ସମ୍ବନ୍ଧ ଥାଉ ବା ନଥାଉ…