Browsing Tag

vehicle burnt

ଘର ଆଗରେ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ , ଥାନାରେ ଅଭିଯୋଗ ଆଣିଲେ ଗାଡ଼ି ମାଲିକ

ଭୁବନେଶ୍ୱର (କେନ୍ୟୁଜ): ଗାଡି ଜାଳିଦେଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୨ରେ ଏକ ଘର ଆଗରେ ଥିବା ଗାଡିକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଗାଡି ମାଲିକ । ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ ।…

ଆଳି: ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ, ଜାଳିଦେଲେ ଗୋଡି ବୋଝେଇ ହାଇୱା

ଆଳି(କେନ୍ଯୁଜ୍): ଆଜି ସକାଳୁ କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାରରେ ପାର୍କିଂ କରିଥିବା ଏକ ଗୋଡି ବୋଝେଇ ହାଇୱାକୁ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି। ଫଳରେ ବଜାର ମଝିରେ ହାଇୱାଟି ହୁ ହୁ ହୋଇ ଜଳିଥିଲା। ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ହାଇୱାଟି ସମ୍ପୂର୍ଣ୍ଣ…