Browsing Tag

vehicle crash in jajpur

ଯାଜପୁର ୧୬ନଂ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ଯାଜପୁର: ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ । ଜଣେ ଗୁରୁତର । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ । ମୃତକ ହେଲେ ସ୍ଥାନୀୟ ସନ୍ତରା ଗ୍ରାମର କ୍ଷୀରୋଦ କୁମାର ଓଝା । ଗତକାଲି ରାତିରେ ନିଜ ବାଇକରେ ଜଣେ ସାଙ୍ଗକୁ ବସାଇ କଟକରୁ ଫେରୁଥିବା ବେଳେ ଏହି…