Browsing Tag

vehicle deadline extended

ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତି, ସେପ୍ଟେମ୍ବର ୩୦ ତାରିଖ ଯାଏ ବଢିଲା ଗାଡି କାଗଜପତ୍ର ଅବଧି

ଭୁବନେଶ୍ଵର (କେନ୍ୟୁଜ): କରୋନା ମହାମାରୀ ବେଳେ ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତି । ସେପ୍ଟେମ୍ବର ୩୦ ତାରିଖ ଯାଏ ବଢିଲା ଗାଡି କାଗଜପତ୍ର ଅବଧି । ଏବେ ସେପ୍ଟେମ୍ବର ଶେଷ ଯାଏ ବୈଧ ରହିବ ଗାଡିର କାଗଜପତ୍ର । ଡିଏଲ, ଫିଟନେସ, ରେଜିଷ୍ଟ୍ରେସନ ଅବଧି ବୃଦ୍ଧି ପାଇ କେନ୍ଦ୍ର ସରକାର ପକ୍ଷରୁ…