ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ଗାଡ଼ି ନମ୍ବର ପ୍ଲେଟ୍ ବି ଇଙ୍ଗିତ କରୁଛି ସେମାନଙ୍କ ପ୍ରେମ ସମ୍ପର୍କ, ଜଣଙ୍କର…
ବଲିଉଡ୍ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି। ଏହି ପ୍ରେମ ସମ୍ପର୍କ ବିଷୟରେ ଫ୍ୟାନ୍ମାନେ ମଧ୍ୟ ବେଶ୍ ଚର୍ଚ୍ଚା ଆଲୋଚନା କରୁଛନ୍ତି। ଏମିତିରେ ଦୁଇଜଣଙ୍କ ତରଫରୁ ଏହାକୁ ନେଇ କିଛି ବି ସ୍ପଷ୍ଟ ରୂପେ…