ରାଜ୍ୟରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରିରେ ୨୨% ଅଧିକ ବୃଦ୍ଧି, ସମୁଦାୟ ୪୯ ହଜାର ଗାଡ଼ି ହୋଇଛି ସେଲ୍
ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରି ବୃଦ୍ଧି। ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରିରେ ୨୨ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ସମୁଦାୟ ୪୯ ହଜାର ଗାଡ଼ି ବିକ୍ରି ହୋଇଛି। ଲକଡାଉନ ଆଂଶିକ ଭାବେ ହଟିବା ପରେ ଜୁନରେ…