Browsing Tag

VEHICLE WITHOUT NUMBER IN BBSR

ରାଜଧାନୀରେ ବେଧଡ଼କ ଚାଲୁଛି ଶହ ଶହ ନମ୍ବର ବିହୀନ ଗାଡ଼ି, ଦାୟୀ କିଏ ?

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀ ଭୁବନେଶ୍ବର । ସବୁ ବେଳେ ଚଳଚଞ୍ଚଳ । ଏଠି ଦିନକୁ ଦିନ ବଢ଼ି ଚାଲିଛି ଜନସଂଖ୍ୟା । ତା ସହିତ ବଢ଼ି ଚାଲିଛି ଅପରାଧ । ଅପରାଧ ଘଟାଇ ଫେରାର ମାରୁଛନ୍ତି ଲୁଟେରା ଓ ହତ୍ୟାକାରୀ । ଅଧିକାଂଶ ସମୟରେ ପୋଲିସ୍ ହାତ ଖାଲି । ସୁରକ୍ଷା କର୍ମୀଙ୍କ ପାଟ୍ରୋଲିଂ ତ ଚାଲିଛି…