Browsing Tag

Vehicles

ଅମାନିଆ ବାଇକ ଚାଳକଙ୍କୁ ପାନେ, ଶବ୍ଦ ପ୍ରଦୂଷଣ କରୁଥିବା ୩୧ଟି ଗାଡିର ସାଇଲେନସର ନଷ୍ଟ

ନବରଙ୍ଗପୁର : ଅମାନିଆ ବାଇକ ଚାଳକଙ୍କୁ ପାନେ । ଶବ୍ଦ ପ୍ରଦୂଷଣ କରୁଥିବା ୩୧ଟି ଗାଡିର ସାଇଲେନସର ନଷ୍ଟ । ରୋଲର ଚଢାଇ ନଷ୍ଟ କଲା ନବରଙ୍ଗପୁର ଟାଉନ ଥାନା ପୋଲିସ । ଜିଲ୍ଲାରେ ଅମାନିଆ ମଟରସାଇକେଲ ଚାଳକ ଏବଂ ଶବ୍ଦ ପ୍ରଦୂଷଣକୁ ଅନେକ ଅଭିଯୋଗ ଆସିବା ପରେ ଏସ୍ପିଙ୍କ ପଦକ୍ଷେପ । ବିଶେଷକରି…

ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ

କଟକ : ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ଏନେଇ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗ, ARTO, MVIଙ୍କ ସହ ଦଲାଲଙ୍କ ସହ ୫ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ଜାତୀୟ ରାଜପଥରେ ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ ଅଟକ ।  ବେଆଇନ ଭାବେ ଗାଡ଼ିରୁ ଟଙ୍କା ଆଦାୟ ଅଭିଯୋଗରେ ୫ଜଣଙ୍କୁ ଅଟକ ରଖାଯାଇଛି । ୫ ଜଣଙ୍କ ମଧ୍ୟରେ ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲ…

ଦୁର୍ଘଟଣାରୁ ରକ୍ଷା କରିବ ପ୍ୟାନିକ ବଟନ: ଖୁବ ଶୀଘ୍ର ଆରମ୍ଭ ହେବ ଏହି ବ୍ୟବସ୍ତା, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା…

ବର୍ତ୍ତମାନ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍ ଓ ପାନିକ୍ ବଟନ୍, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା କବଚ। ବର୍ତ୍ତମାନ ସଡ଼କ ସୁରକ୍ଷା ନିୟମରେ ଅନେକ ପରିବର୍ତନ ଆସୁଛି। ଖାଲି ସେତିକି ନୁହେଁ ନୂଆ ନିୟମ ମଧ୍ୟ ଲାଗୁ ହେଉଛି। ଏବେ ମଧ୍ୟ ସମସ୍ତ ଗାଡ଼ି ପାଇଁ ଆସିଛି ହାଇ ସିକ୍ୟୁରିଟି ନମ୍ବର…

ଏଣିକି ସବୁ ପୁରୁଣା ଗାଡ଼ିରେ ବି ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, କଡ଼ା ନିୟମ ଆଣୁଛନ୍ତି ସରକାର

ଭୁବନେଶ୍ୱର (କେନ୍ୟୁଜ): ବାରମ୍ବାର କହିବା ସତ୍ତ୍ୱେ ସବୁ ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଅର୍ଥାତ୍‌ ଏଚ୍‌ଏସ୍‌ଆରପି ଲାଗୁ ନାହିଁ। ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁଯାଉଛି ପରିବହନ ବିଭାଗ। ଆସନ୍ତା ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ…

ପେଟ୍ରୋଲ, ଡିଜେଲକୁ ବାଏ ବାଏ, ଏବେ Whiskyରେ ଚାଲିବ ଆପଣଙ୍କ କାର !

ଏହି ମହଙ୍ଗା ମାଡ଼ ଦୁନିଆରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଏବେ ପେଟ୍ରୋଲ, ଡିଜେଲ ନୁହେଁ, ବରଂ Whisky ରେ ଆପଣଙ୍କ କାର ଚାଲିବ। କଥା ଟା ଆଶ୍ଚର୍ଯ୍ୟ ଲାଗୁଛି ନା ! ବାସ୍ତବରେ ମିଡିଆ ରିପୋର୍ଟ ଅନୁସାରେ, ସ୍କଟଲାଣ୍ଡର ବୈଜ୍ଞାନିକମାନେ ଏମିତି ଏକ ସନ୍ଧାନ ବାହାର କରିଛନ୍ତି, ଯେଉଁଥିରେ ଆପଣଙ୍କ…

କଟକ ବାଦାମବାଡି ଥାନା ଜଗନ୍ନାଥ ଲେନ୍‌ରୁ ନମ୍ବର ବିହୀନ ସ୍କୁଟି ଓ ଦୁଇଟି ଫେକ ନମ୍ବର କାର ଜବତ

କଟକ ସ୍ଥିତ ବାଦାମବାଡି ଥାନା ଜଗନ୍ନାଥ ଲେନ୍‌ରୁ ଗୋଟିଏ ନମ୍ବର ବିହୀନ ସ୍କୁଟି ଓ ଦୁଇଟି ଫେକ ନମ୍ବର କାର ଜବତ । ସ୍ଥାନୀୟ ଲୋକ ଏ ଘଟଣା ନେଇ ବାଦମବାଡି ଥାନା ପୋଲିସକୁ ଜଣାଇବା ପରେ ଗାଡ଼ି ଗୁଡିକୁ ଜବତ କରାଯାଇଥିଲା। କିଏ ଓ କେଉଁ କାରଣରୁ ଏହି ଗାଡି ଗୁଡିକ ସେଠାରେ ରଖିଛି ତାହା ଜଣା…

ଜାଣନ୍ତୁ କେଉଁ ଦେବାଦେବୀଙ୍କ ବାହନ କିଏ ଏବଂ ଏହା ପଛରେ ରହିଛି କ’ଣ କାରଣ

ହିନ୍ଦୁ ଶାସ୍ତ୍ରରେ ଅନେକ ଦେବୀ-ଦେବତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେହିଭଳି ପ୍ରତ୍ୟେକ ଦେବୀ-ଦେବତାଙ୍କର ଆଚରଣ, ସ୍ବରୂପ ଏବଂ ବ୍ୟବହାର ଅନୁଯାୟୀ ସେମାନଙ୍କ ବାହନ ହୋଇଥାନ୍ତି। ପ୍ରତ୍ୟେକ ଦେବତା ନିଜର ବାହନ ମାଧ୍ୟମରେ ପ୍ରକୃତିର ଏକ ବିଶିଷ୍ଟ ଗୁଣକୁ ପ୍ରତିନିଧିତ୍ବ କରିଥାନ୍ତି।…