ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ, ବିକ୍ରି ନକରି ଶେଷରେ ରାସ୍ତାରେ ପରିବା…
ବଲାଙ୍ଗୀର : ରାସ୍ତାରେ ପରିବା ଫିଙ୍ଗିଲେ ବ୍ୟବସାୟୀ । ବଲାଙ୍ଗୀର ଦୈନିକ ବଜାରରେ କୋଭିଡ କଟକଣା କଡାକଡି କରି ବ୍ୟବସାୟୀଙ୍କୁ ଅନ୍ୟତ୍ର ଯିବାକୁ କହିଥିଲେ ପୌର ପରିଷଦ ।
ହେଲେ ଏହାର ପ୍ରତିବାଦ କରିଥିଲେ ବ୍ୟବସାୟୀ । ବଜାରରେ ଯଦି ବିକ୍ରି ହେବନି ତାହେଲେ ଫିଙ୍ଗିଦେବା ଭଲ ବୋଲି କହିଥିଲେ…