Browsing Tag

ventilators

କାମ କରୁନି ପିଏମ୍ କେୟାର ଫଣ୍ଡରୁ ମିଳିଥିବା ଭେଣ୍ଟିଲେଟର, ଘଣ୍ଟେ ପରେ ହୋଇଯାଉଛି ବନ୍ଦ

କାମ କରୁନି ପିଏମ୍ କେୟାର ଫଣ୍ଡରୁ ମିଳିଥିବା ଭେଣ୍ଟିଲେଟର। ଏଭଳି ସୂଚନା ଦେଇଛନ୍ତି ଫରିଦକୋଟର ବାବା ଫରିଦ୍ ୟୁନିଭରସିଟି ଅଫ ହେଲଥ ସାଇନ୍ସର କୁଳପତି। ସେ କହିଛନ୍ତି, ଆମକୁ ପିଏମ୍ କେୟାର ଫଣ୍ଡରୁ ୮୨ଟି ଭେଣ୍ଟିଲେଟର ଦିଆଯାଇଥିବା ବେଳେ ସେଥିରୁ ୬୨ଟି ଆସିବା ବେଳୁ ଖରାପ ଥିଲା। ଏବେ ଆମ ପାଖରେ…