Browsing Tag

Vertical drilling

ଉତ୍ତରକାଶୀ ଟନେଲ୍ ଅପରେସନ୍: ପ୍ଲାନ୍-‘ବି’ କାର୍ଯ୍ୟକାରୀ, ପାହାଡ଼ ଉପରୁ ଡ୍ରିଲିଂ ଆରମ୍ଭ

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଭର୍ଟିକାଲ ଡ୍ରିଲିଂ । ରବିବାର ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି। ଏବେ ସୁଦ୍ଧା ୨୦ ମିଟର ଡ୍ରିଲିଂ ହୋଇଛି। ରେସକ୍ୟୁ ରୁଟ୍ ପ୍ରସ୍ତୁତ ପାଇଁ ୭୦୦ ମିମି ଚଉଡ଼ା ପାଇପ୍ ପ୍ରବେଶ କରାଯାଉଛି । ଏନଏଚଆଇଡିସିଏଲ…