Browsing Tag

veteran actor vijay mohanty given state honors

ବିଜୟଙ୍କୁ ଦିଆଗଲା ରାଷ୍ଟ୍ରୀୟ ସମ୍ମାନ, କିଛି ସମୟ ଭିତରେ ପଞ୍ଚଭୂତରେ ଲୀନ ହୋଇଯିବେ ଏହି ବର୍ଷିୟାନ୍ ଅଭିନେତା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଉ ବେଶି ବେଳ ବାକି ନାହିଁ । କିଛି ସମୟ ଭିତରେ ପଞ୍ଚଭୂତରେ ଲୀନ ହୋଇଯିବ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ଗତକାଲି ତାଙ୍‌କର ପରଲୋକ ହେବା ପରେ ଆଜି ସକାଳୁ ତାଙ୍‌କର ମର ଶରୀରକୁ ସହିଦ ନଗର ସ୍ଥିତ ବାସଭବନକୁ ଅଣା ଯାଇଥିଲା । ସେଠାରେ ଅନେକ ଲୋକ…