Browsing Tag

veteran music director

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି, ପ୍ରସିଦ୍ଧ ସଂଗୀତକାର ବାଜୁ ମୁଖାର୍ଜୀଙ୍କ ଦେହାନ୍ତ

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି। ପ୍ରସିଦ୍ଧ ସଂଗୀତକାର ବାଜୁ ମୁଖାର୍ଜୀଙ୍କ ଦେହାନ୍ତ। ହୃଦ୍‌ଘାତରେ, ୬୨ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗୋପରେ ବଢୁଛି କଳା କହ୍ନାଇ, ପୁଅ ଭାଙ୍ଗିଦେଲା ସୁନା ସଂସାର, ମୋତେ ତ ଲଭ୍‌ ହେଲାରେ ଭଳି ଅନେକ ଚଳଚ୍ଚିତ୍ରରେ ସେ ସଂଗୀତ…