Browsing Tag

vi

ନିଜର 3G ୟୁଜରର୍ସଙ୍କୁ 4G କରୁଛି VI, ମିଳିବ ଫାଷ୍ଟ କନେକ୍ଟିଭିଟି

ଭୋଡାଫୋନ-ଆଇଡିଆ(VI) ନିଜର 3G ୟୁଜର୍ସଙ୍କୁ4G ରେ ଅପଗ୍ରେଡ କରିବାକୁ ଯୋଜନା ଚଳାଇଛି। କମ୍ପାନୀ ନିଜର ସମସ୍ତ ୩ଜି ଗ୍ରାହକଙ୍କୁ ଖୁବଶୀଘ୍ର ୪ଜିରେ ଅପଗ୍ରେଡ କରିବ। ଭିଆଇ ପକ୍ଷରୁ କୁହାଯାଇଛି ଯେ, Vi GIGAnet ଟେକ୍ନୋଲୋଜି ଅଧିନରେ ୟୁଜର୍ସଙ୍କୁ ଫାଷ୍ଟ ଡାଟା ସ୍ପିଡ ଏବଂ ସର୍ଭିସ ଦେବା ପାଇଁ…

Vi ଲଞ୍ଚ କଲା ୩୫୧ ଟଙ୍କିଆ ଓ୍ଵାର୍କ ଫ୍ରମ ହୋମ ପ୍ଲାନ, ମିଳିବ ୧୦୦ ଜିବି ଡାଟା

ଭୋଡାଫୋନ-ଆଇଡିଆ ନିକଟରେ ନୂଆ ବ୍ରାଣ୍ଡ ନାଁ Vi ନାମରେ ପରିଚିତ ହେଲା। ନୂଆ ବ୍ରାଣ୍ଡ ନାଁ, ନୂଆ ଲୋକଙ୍କ ସହିତ ଏବେ ନୂଆ ପ୍ଲାନ ମଧ୍ୟ ଲଞ୍ଚ କରିଛି ଭିଆଇ। ଏହା ଓ୍ଵାର୍କ ଫ୍ରମ ହୋମ ଅଫରର ପ୍ଲାନ ଯାହା ମାତ୍ର ୩୫୧ ଟଙ୍କାରେ ଉପଲବ୍ଧ। ୩୫୧ ଟଙ୍କିଆ ପ୍ଲାନ ସହିତ ଏବେ ଭିଆଇ ୨୯ ଟଙ୍କା ପ୍ଲାନର…

IPL 2020 ର କୋ- ସ୍ପନସର ହେଲା VI, ମିଳିଲା ଲାଇଭ ବ୍ରଡକାଷ୍ଟ ସ୍ପନସରସିପ ରାଇଟ

ଟେଲିକମ୍ ଅପରେଟର କମ୍ପାନୀ ଭୋଡାଫୋନ୍-ଆଇଡିଆ (VI) ଆଗାମୀ Dream11 IPL 2020ର କୋ- ସ୍ପନସର ବା ସହ-ପ୍ରଯୋଜକ ହୋଇଛି । 19 ସେପ୍ଟେମ୍ବରରୁ ୟୁଏଇରେ IPL 2020 ଆରମ୍ଭ ହେବାକୁ ଯାଉଛି । ତେବେ କମ୍ପାନୀ ଶନିବାର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି । ଆଇପିଏଲ୍ କ୍ରିକେଟ୍…

VI (ଭୋଡାଫୋନ-ଆଇଡିଆ) ଆଣିଲା ୩୫୧ ଟଙ୍କିଆ ବଢ଼ିଆ ପ୍ଳାନ, ମିଳିବ ୧୦୦ଜିବି ହାଇ ସ୍ପିଡ୍‌ ଡାଟା

ଦେଶର ଦୁଇ ବଡ ଟେଲିକମ୍‌ କମ୍ପାନୀ ଭୋଡାଫୋନ ଏବଂ ଆଇଡିଆ ମିଶି ଉଭୟ ଏବେ ଭିଆଇ ହୋଇଯାଇଛନ୍ତି। ଅପରେଟର ପକ୍ଷରୁ ପୂର୍ବରୁ ମଧ୍ୟ ଅନେକ ଓ୍ଵାର୍କ-ଫର୍ମ-ହୋମ ପ୍ଲାନ ଅଫର କରାଯାଉଥିଲା। କିନ୍ତୁ ଏବେ ଭିଆଇ ପକ୍ଷରୁ ଆଉ ଏକ ୧୦୦ ଜିବି ହାଇ-ସ୍ପିଡ ଡାଟା ପ୍ଲାନ ଅଫର କରାଯାଉଛି। ପ୍ରିପେଡ ପୋର୍ଟଫେ…