‘ମିମିକ୍ରୀ କରିବା ଏକ କଳା, ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିବାର ଉଦ୍ଦେଶ୍ୟ ନ ଥିଲା’; ପ୍ରତିକ୍ରିୟା ରଖିଲେ କଲ୍ୟାଣ…
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅପମାନିତ କରିବା ମାମଲାରେ ରାଜନୀତି ସରଗରମ୍ ହୋଇଛି। ଏବେ ଟିଏମ୍ସି ନେତା କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଧନଖଡ଼ଙ୍କ ନକଲ କରିବା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। କଲ୍ୟାଣ ବାନାର୍ଜୀ କହିଛନ୍ତି, ‘ମୋ ମନରେ ଉପରାଷ୍ଟ୍ରପତିଙ୍କ ପାଇଁ ବହୁତ ସମ୍ମାନ ରହିଛି।…