ଆଗକୁ ଆସୁଛି ସାରା ଓ ବିକିଙ୍କ ରୋମାଣ୍ଟିକ ଫିଲ୍ମ, ଫଟୋ ସେୟାର କରି ବିକି ଲେଖିଛନ୍ତି ‘ନାମ୍ ମେ କ୍ୟା ରଖା…
ଆଗକୁ ଆସୁଛି ସାରା ଅଲି ଖାନ ଓ ବିକି କୌଶଲଙ୍କ ରୋମାଣ୍ଟିକ ଫିଲ୍ମ । ଏହି ଚଳଚ୍ଚିତ୍ରର ଏକ ରୋମାଣ୍ଟିକ ଫଟୋ ଦୁଇ ଷ୍ଟାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତେବେ ବିକି କୌଶଲ ଓ ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଥିବା ବେଳେ ଏହି ଫିଲ୍ମର…