ମର୍ଡର ମିଷ୍ଟ୍ରୀକୁ ନେଇ ‘ଗୋବିନ୍ଦା ନାମ ମେରା’ର ଟ୍ରେଲର ଲଞ୍ଚ୍; କମେଡି ଅବତାରରେ ନଜର ଆସିଲେ ଭିକ୍କି, କିଆରା ଓ…
କମେଡି ଡ୍ରାମା ଫିଲ୍ମ ‘ଗୋବିନ୍ଦା ନାମ ମେରା’ର ଟ୍ରେଲର ରବିବାର ରିଲିଜ୍ ହୋଇଛି। ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ଏଥିରେ ଭିକ୍କି କୌଶଲ, କିଆରା ଆଡ୍ଭାଣୀ ଓ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଶଶାଙ୍କ ଖେତାନ କରିଛନ୍ତି। ଧର୍ମା…