ଅନଲାଇନ ଯୌନ ଉତ୍ପୀଡ଼ନର ଶିକାର ହେଲେ ସ୍ୱରା ଭାସ୍କର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅତି କଦର୍ଯ୍ୟ ଭିଡିଓ
ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ଦିଲ୍ଲୀର ବସନ୍ତ କୁଞ୍ଜ ନର୍ଥ ଥାନାରେ ଏକ ଏତଲା ଦାୟର କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଟ୍ଵିଟର ଏବଂ ୟୁଟ୍ୟୁବ୍ରେ ସକ୍ରିୟ ଥିବା ଜଣେ ବ୍ୟକ୍ତି ତାଙ୍କ ଫିଲ୍ମର ଏକ ସିନ୍କୁ ସୋସିଆଲ ମିଡିଆରେ ପ୍ରସାର କରି ତାଙ୍କ ଛବିକୁ ଖରାପ କରୁଛି। ଏହି ଅଭିଯୋଗ…