ଭୟଙ୍କର ମାନସିକତା : ଦେଶରେ ବଢ଼ି ଚାଲିଛି ଦୁଷ୍କର୍ମ ପୀଡ଼ିତାଙ୍କ ବଳାତ୍କାର ସମୟର ଭିଡିଓ ସର୍ଚ୍ଚ
ମୋବାଇଲକୁ ଆସୁଛି ମେସେଜ୍ । ୮୨୦ରୁ ଅଧିକ ଭିଡିଓ ମାତ୍ର ୯୯ ଟଙ୍କାରେ । ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ଆମେ କେଉଁ ଭିଡିଓ ବିଷୟରେ କହୁଛୁ । ତେବେ ମୋବାଇଲକୁ ଆସୁଥିବା ଭିଡିଓ ବିକ୍ରୟ ବିଜ୍ଞାପନ କଥା କହୁଛୁ । ଦେଶରେ ଦୁଷ୍କର୍ମ ସମୟର ଭିଡିଓ ବିକ୍ରି ହେଉଛି । ଆଶ୍ଚର୍ଯ୍ୟ…