Browsing Tag

video calling in tv

କେବଳ ମୋବାଇଲ ନୁହେଁ ଏବେ ଟିଭିରୁ କରିପାରିବେ ଭିଡିଓ କଲ୍‌, Google Duo ଆଣୁଛି ନୂଆ ସପୋର୍ଟ

ଆପଣ ମୋବାଇଲ କିମ୍ବା ଲାପଟପ୍‌ରୁ ଭିଡିଓ କଲ୍‌ କରିପାରୁଥିଲେ। କିନ୍ତୁ ଏବେ ଖୁବଶୀଘ୍ର Google Duo ଆଣ୍ଡ୍ରଏଡ ଟିଭିରେ ଉପଲବ୍ଧ ହେବ। ଏବେ ଏହାର ଟେଷ୍ଟିଂ ବିଟା ଭର୍ସନରେ ହେଉଛି। ଆଣ୍ଡ୍ରଏଡ ଟିଭିରେ ନୂଆ ଅପଡେଟ୍‌ ଆଣିବା ପରେ ଆପଣ ସ୍ମାର୍ଟ ଟିଭି ଜରିଆରେ ଭିଡିଓ କଲିଂ କରିପାରିବେ।…