Browsing Tag

video on street dog

ଭୋକରେ ଭାବୁକ ହେଲା କୁକୁର, ଖାଇବା ଦେଖିବା କ୍ଷଣି ଛଳ ଛଳ କଲା ଆଖି

ମଣିଷ ଓ କୁକୁର ମଧ୍ୟର ସମ୍ପର୍କ ଖୁବ ନିବିଡ । କୁହାଯାଏ ପୋଷା କୁକୁର ନିଜ ମଣିଷଙ୍କ ହୃଦୟର କଥାକୁ ଗଭୀରତାର ସହ ଅନୁଭବ କରିପାରନ୍ତି । ପାଟିରେ ବୟାନ କରି ପାରୁନଥିଲେ ମଧ୍ୟ ଭିନ୍ନ ଭିନ୍ନ ଅଙ୍ଗ ଭଙ୍ଗିରେ ନିଜ ମନର କଥା ପ୍ରକାଶ କରିଥାନ୍ତି । ଏମିତି ହିଁ ଏକ ଘଟଣା ଘଟିଛି କୁକୁର ସହ |…