Browsing Tag

video viral

ଶିକ୍ଷା ବିଭାଗର ଅସଲି ଚିତ୍ର : ସ୍କୁଲରେ ପିଲା ଖାଇଲେ ସୋୟାବିନ୍, ଶିକ୍ଷକ ଖାଇଲେ ଚିଙ୍ଗୁଡି ଝୋଳ

ଚାନ୍ଦବାଲି (କେନ୍ୟୁଜ): ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲରେ ଖାଉଛନ୍ତି ଚିଙ୍ଗୁଡି ଝୋଳ ଆଉ ପିଲାମାନେ ଖାଉଛନ୍ତି ସୋୟାବିନ ଝୋଳ । ଏମିତିକି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦିଦିଙ୍କୁ ପଚାରିବାରୁ କହୁଛନ୍ତି ଆମେ ଖାଇଲେ ସିନା ତୁମ ଛୁଆଁଙ୍କୁ ମନ ଦେଇ ପାଠ ପଢାଇବୁ...। ଭିଡିଓଟି…

କଲେଜ ୟୁନିଫର୍ମରେ ଚାଲିଥିଲା ଲିପ୍ କିସ୍ ସିନ୍, ଉପସ୍ଥିତ ସାଙ୍ଗସାଥୀ କରୁଥିଲେ ଉତ୍ସାହିତ; ଏବେ ଭିଡିଓ ଭାଇରାଲ୍

କର୍ଣ୍ଣାଟକର ଏକ ପ୍ରତିଷ୍ଠିତ କଲେଜର ଛାତ୍ରମାନଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଛାତ୍ରମାନେ ଲିପ୍ କିସ କରୁଥିବା ଦେଖାଯାଉଛି। ଏହି ସମୟରେ ଅନେକ ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାକୁ ନେଇ ବିବାଦ ବଢିବା ପରେ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଥିଲା।…

ଛାତ୍ରୀ ନିଖୋଜ ମାମଲା: ଭିଡିଓ ଭାଇରାଲ୍‌ କଲେ ସୁଭାଷିନୀ ; କହିଲେ ମୁଁ ନିଖୋଜ ନୁହେଁ ସ୍ୱଇଚ୍ଛାରେ ପ୍ରେମିକଙ୍କ ସହ…

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଘଟଣାକୁ ନେଇ ଛାଡି଼ଆଡେ ଚର୍ଚା ହେଉଥିଲା। ନିଖୋଜ ଛାତ୍ରୀ ହେଲେ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ସୁଭାଷିନୀ ମଲ୍ଲିକ। ଶୁକ୍ରବାରଠୁ ସେ ନିଖୋଜ ଥିବା ନେଇ ତାଙ୍କ ବାପା କ୍ୟାପିଟାଲ…

ମୁଁ ପଛେ କଷ୍ଟ ପାଏ….ମୋ ଛୁଆ ଭଲରେ ରହୁ, ଭାଇରଲ ଭିଡିଓ ଦେଖନ୍ତୁ ଜାଣିପାରିବେ…

ଯିଏ ସବୁଠୁ ଅଧିକ ପିଲାକୁ ଭଲ ପାଏ ସେ ହେଉଛି ମା" । କୌଣସି ବି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ମା' କଳେ ବଳେ କୌଶଳେ ନିଜ ପିଲାକୁ ଉଦ୍ଧାର କରିପାରେ । ସେ ନିଜେ ଯେତେ କଷ୍ଟ ପାଉ ପଛକେ ନିଜ ଛୁଆକୁ କିନ୍ତୁ ଘଣ୍ଟ ଗୋଡ଼ାଇ ରଖିଥାଏ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ମା' ନିଜ ଜୀବନ…

ସ୍କୁଟିରେ ୬ ଜଣ ଜାଗା ନହେବାରୁ ସାଙ୍ଗଙ୍କୁ କାନ୍ଧରେ ବସାଇ ନେଉଥିଲେ, ଟ୍ରାଫିକ୍‌ରେ ହେଲା ଏମିତି ଅବସ୍ଥା

ଲୋକଙ୍କ ସୁରକ୍ଷା ପାଇଁ ସରକାର ଯେତେ ଟ୍ରାଫିକ ନିୟମ ତିଆରି କରୁଥିଲେ ମଧ୍ୟ ଲୋକମାନେ କିନ୍ତୁ ଏହାକୁ ମାନିବାକୁ ନାରାଜ। ଏହି କାରଣରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଅମାନିଆଙ୍କ ଯୋଗୁ ନୀରିହ ଲୋକଙ୍କର ବି ଜୀବନ ଯାଉଛି। ବେଳେବେଳେ ରାସ୍ତାରେ ଆମେ ଗୋଟିଏ ବାଇକରେ ୪ ଜଣ…

ନେପାଳ ପବ୍‌ରେ ପାର୍ଟି କରୁଛନ୍ତି ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ବିଜେପି କଲା ଟାର୍ଗେଟ୍‌

ନୂଆଦିଲ୍ଲୀ: ପବ୍‌ରେ ରାହୁଲ ଗାନ୍ଧୀ। ନେପାଳ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ପବ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ରାହୁଲ ପବ୍‌ରେ ପାର୍ଟି କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ନେଇ ଏବେ ବିଜେପି କଂଗ୍ରେସକୁ ଘେରିଛି। ନେପାଳ…

ଇମ୍ରାନ୍‌ ଖାନ୍‌ଙ୍କ ଆଦର୍ଶରେ ସହକର୍ମୀ ଅମୀର ଲିୟାକତ, ୪୯ ବର୍ଷରେ ୧୮ ବର୍ଷୀୟା ଯୁବତୀଙ୍କୁ କଲେ ତୃତୀୟ ବିବାହ;…

ପାକିସ୍ତାନର ସାଂସଦ ଡା.ଅମୀର ଲିୟାକତ ହୁସେନ୍‌ ଏବେ ଚର୍ଚ୍ଚାରେ। ଚର୍ଚ୍ଚାର କାରଣ ହେଉଛି ତାଙ୍କ ବିବାହ। ୪୯ ବର୍ଷୀୟ ଅମୀର ନିକଟରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ବିବାହ କରିଛନ୍ତି। ଯେଉଁ କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି। ଅମୀରଙ୍କର ଏହା ତୃତୀୟ ବିବାହ। ତାଙ୍କ ୧୮ ବର୍ଷୀୟା ପତ୍ନୀଙ୍କ ନାଁ…

ଶିଶୁ ନୁହେଁ ତ ଚାବି ଦିଆ କଣ୍ଢେଇ, ଦେଖନ୍ତୁ ଶିଶୁର କରାମତି, ଭାଇରାଲ ଭିଡିଓ

ବେଳେ ବେଳେ ସୋସିଆଲ ମିଡିଆରେ ଏମତି ଭିଡିଓସବୁ ନଜର ଆସେ, ଯାହାକୁ ଦେଖିଲେ ଆପଣଙ୍କ ହୃଦ ସ୍ପନ୍ଦନ ବି କ୍ଷଣିକ ପାଇଁ ବନ୍ଦ ହୋଇଯିବ । ଏମିତି ଏକ ଭିଡିଓକୁ ଜଣେ ୟୁଜର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଯାହାକୁ ଦେଖିଲେ ଯେ କେହି ଚମକି ପଡ଼ିବେ । ଭିଡିଓଟି ଭାଇରାଲ ହୋଇଛି । ଏହି…

ଦୁଃଖଦାୟକ ଘଟଣା : ହସପିଟାଲରେ ଆମ୍ବୁଲାନ୍ସ ନମିଳିବାରୁ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସ୍ୱାମୀ ଚାଲିଲେ ମଶାଣି

ଦେଶ ଯେତେ ବିକାଶ ଆଡକୁ ଗଲେ ମଧ୍ୟ ମନୁଷ୍ୟର ମାନସିକତା ବଦଳି ନାହିଁ । ବ୍ୟକ୍ତି ବ୍ୟକ୍ତିକୁ ସାହାଯ୍ୟ କରିବାର ମନୋଭାବ ଧିରେ ଧିରେ ସମାଜରୁ ଶେଷ ହୋଇଯାଉଛି । କେହି କାହା ପାଇଁ ଚିନ୍ତା କରିବାକୁ ସମୟ ନାହିଁ । ବେଳେ ବେଳେ ଏମିତି ହୃଦୟ ବିଦାରକ ଘଟଣା ଆଖି ସାମ୍ନାକୁ ଆସେ ଯାହାକୁ ଦେଖିଲେ…

କୁକୁଡା ପାଳିଲା ଜନ୍ମଦିନ; ଏମିତି ଛୁରୀ ଧରି କାଟିଲା କେକ୍‌, ଦେଖନ୍ତୁ ଭିଡିଓ…

ସୋସିଆଲ ମିଡିଆର ଦୁନିଆ ମଧ୍ୟ ଅଜବ ଅଟେ । ଯେଉଁଠାରେ କିଛି ସେକେଣ୍ଡରେ ଅଜବ ପ୍ରକାର ଦୃଶ୍ୟ ଭାଇରାଲ ହୁଏ । ଏପରି ଏକ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କୁକୁଡ଼ାର ଜନ୍ମଦିନ ପାଳନ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଘଟଣାଟି ସତ ଆଜ୍ଞା, କୁକୁଡ଼ା ଜନ୍ମଦିନ ଅତ୍ୟନ୍ତ…

ଶୀତୁଆ ପାଗରେ ଫଣା ଟେକି ବସିଛନ୍ତି ୩ କୋବ୍ରା, ଲାଗୁଛି ଯେମିତି କରୁଛନ୍ତି ଜରୁରୀ ମିଟିଂ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଲୋକଙ୍କର ପିଳେହି ପାଣି ହୋଇଯାଏ। କାରଣ ସାପ ଏକ ଭୟଙ୍କର ଜୀବ। ଏହା ବିଷାକ୍ତ ହୋଇଥିବାରୁ ଲୋକମାନେ ସାପ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ତେବେ ଗୋଟିଏ ସାପ ଦେଖିବା ମାତ୍ରେ ତ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ। କିନ୍ତୁ ଥରେ ଚିନ୍ତା କଲେ ଯଦି ଆପଣଙ୍କୁ ଏକା…

ବିଲେଇକୁ ହଇରାଣ କରିବାରେ ବ୍ୟସ୍ତ ଏହି ମୂଷା, ଖୁବ ଜୋରରେ ଭିଡ଼ିଓ ହେଉଛି ଭାଇରାଲ

ଆପଣ ସମସ୍ତେ ଜାଣିଛନ୍ତି ବିଲେଇର ଶିକାର ହେଉଛି ମୂଷା। ଏମିତିକି ଅନେକ ସମୟରେ ଏମାନଙ୍କ ଝଗଡ଼ା ଭିଡ଼ିଓ ଭାଇରାଲ ମଧ୍ୟ ହୋଇଥାଏ। କିନ୍ତୁ ଆଜି ଆମେ ଯେଉଁ ଭାଇରାଲ ଭିଡ଼ିଓ ସମ୍ପର୍କରେ କହିବୁ ତାହା ଆପଣ ପୂର୍ବରୁ କେବେ ଦେଖି ନଥିବେ। ଏଠି ଶିକାର ପଛରେ ଶିକାରୀ ଦୌଡୁ ନାହିଁ। ଏହି ଭିଡ଼ିଓ ଏବେ ଖୁବ…