Browsing Tag

video viral

ସମୁଦ୍ରରେ ବୋଟିଂ କରୁଥିବା ଯୁବତୀଙ୍କୁ ହଠାତ୍‌ ଆକ୍ରମଣ କଲା ସାର୍କ, ଭିଡିଓରେ ଦେଖନ୍ତୁ ତା’ପରେ କଣ ହେଲା

କାଲିଫର୍ଣ୍ଣିଆର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କିଛି ଯୁବତୀ ସମୁଦ୍ରରେ କାୟାକିଂ (ଛୋଟ ଆକୃତିର ଡଙ୍ଗା ଚଳାଇବା) କରୁଥିବା ଦେଖାଯାଇଛି। ଏହି ସମୟରେ ହଠାତ୍‌ ଏକ ସାର୍କ ଆସି ଯୁବତୀକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓକୁ ଧ୍ୟାନ ଦେଇ ଦେଖିଲେ…

ଶିକାର କରିବା ସମୟରେ ସିଂହ ପାଖକୁ ଯାଇ ଲୋକେ ନେବାକୁ ଲାଗିଲେ ସେଲଫି, କିନ୍ତୁ ତାପରେ ହେଲା କିଛି ଏପରି

ସବୁ ମଣିଷଙ୍କ ପର୍ସନାଲ ଲାଇଫ ରହିଥାଏ। ଠିକ ସେହିପରି ପଶୁ ମାନଙ୍କର ମଧ୍ୟ ରହିଥାଏ। କାହିଁକିନା ଯଦି ସେ ଆମ ସ୍ପେସରେ ଆସିଯାନ୍ତି ତ ସମସ୍ୟା ହୋଇଯିବ। ମାନବ ଏବଂ ପଶୁମାନେ ଜଣେ ଜଣଙ୍କୁ ରେସପେକ୍ଟ କରିବା ଉଚିତ। କିନ୍ତୁ ଏବେ ଏକ ଭିଡିଓରେ ଯେଉଁ ଦୃଶ୍ୟ କଏଦ ହୋଇଛି ତାହାକୁ ଦେଖିଲେ ହୁଏତ…

ତାଳ ଗଛ କାଟୁଥିଲେ ଏହି ବ୍ୟକ୍ତି କିନ୍ତୁ ହଠାତ୍‌ ଗଛ ସହ ଉଡ଼ିଗଲେ, ଦେଖନ୍ତୁ ଭିଡିଓ

ଗଛ କାଟିବା ପାଇଁ ଏବେ ବିଭିନ୍ନ ପ୍ରକାରର ମେସିନ୍‌ ବାହାରିଥିଲେ ବି ସମସ୍ତଙ୍କୁ ଗଛ ଉପରେ ଚଢ଼ିବାକୁ ପଡ଼ିଥାଏ। ଗଛ କାଟିବା ବେଳେ ବିଭିନ୍ନ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ନଚେତ୍‌ କେଉଁ ମୁହୂର୍ତ୍ତର୍ରେ ବି ଅଘଟଣ ଘଟିପାରେ। ତେବେ ଏବେ ଗଛ କଟା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌…

ଗୋଡ ନଥାଇ ବି କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଚାଷୀ, ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଭିଡିଓ

ଏହି ଚାଷୀ ଜଣଙ୍କୁ ଥରେ ଦେଖନ୍ତୁ, ଇଏ ବୋଧହୁଏ ଏ ସାରା ଦୁନିଆର ଲୋକଙ୍କ ପାଇଁ ବହୁତ ବଡ ଉଦାହରଣ। ଗୋଟେ ଗୋଡ ଆଉ ଡେଇଁ ଡେଇଁ କରୁଛନ୍ତି କ୍ଷେତ କାମ। ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିଶ୍ୱାସ କରନ୍ତୁ ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ପାଖରେ…

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ଦୁଇ ଭାଇ

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦୁଇ ଯୁବକ ଗିରଫ । ଗଞ୍ଜାମ ତାରାସିଂ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଦାଙ୍ଗି ଗାଁର ରଞ୍ଜିତ ସାହୁ ଓ ସାଗର ସାହୁ । ଦୁଇ ଅଭିଯୁକ୍ତ ସଂପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି । ସାଗର ସାହୁ…

ପ୍ୟାରିସ୍‌ ଗସ୍ତ ବେଳେ ସୁଶାନ୍ତ ରୁମ୍‌ରୁ ବାହାରିନଥିଲେ ବୋଲି କହୁଥିଲେ ରିୟା, ମାତ୍ର ସାମ୍ନାକୁ ଆସିଲା…

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗୁରୁବାର ଦିନ ଟିଭିରେ ପ୍ରଥମ ଥର ପାଇଁ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ଇଣ୍ଟରଭ୍ୟୁରେ ରିୟା କହିଥିଲେ ଯେ ଗତ ବର୍ଷ ୟୁରୋପ ଟ୍ରିପ୍‌ ବେଳେ ପ୍ୟାରିସ୍‌ରେ ଥିବା ବେଳେ ସୁଶାନ୍ତ ନିଜ ରୁମ୍‌ରୁ ବାହାରକୁ ବାହାରି ନଥିଲେ। ମାତ୍ର ଇଣ୍ଟରନେଟ୍‌ରେ ଏବେ ଏକ ଭିଡିଓ…

ସରକାରଙ୍କ ନିର୍ଦ୍ଦେଶକୁ ସିରିୟସ୍‌ ଭାବେ ନେଇଗଲେ ଏହି ଯୁବକ, ଶେଷରେ ଗଛ ଶୀର୍ଷରେ ବସି ଖାଇଲେ ସାଣ୍ଡଓ୍ଵିଚ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ୍ସ ଜାରି କରାଯାଇଛି। ଯେ ପର୍ଯ୍ୟନ୍ତ ଭ୍ୟାକସିନ ନ ଆସିଛି ସେପର୍ଯ୍ୟନ୍ତ ବାହାରକୁ ବାହାରିଲେରେ ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ…

ଜଙ୍ଗଲରେ ଦୋଳି ଖେଳିବାକୁ ଯାଇ ଏମିତି ଫସିଗଲା ହାତୀ, ଦେଖନ୍ତୁ ଭିଡିଓ

ଜୀବଜନ୍ତୁଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଏ। କେତେବେଳେ ମାଙ୍କଡ଼ଙ୍କ ମାଙ୍କଡ଼ାମୀ ତ ଆଉ କେତେ ବେଳେ ଜୀବଜନ୍ତୁଙ୍କ ଅଦ୍ଭୁତ କାମ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଭଳି ଏକ ହାତୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ଜଙ୍ଗଲରେ…

ନଦୀରେ ଫସିଥିଲା ହରିଣ: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ବୃଦ୍ଧ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଆପଣ ଅନେକ ଭିଡିଓ ଦେଖିଥିବେ। ଯେଉଁଥିରେ ବିପଦରେ ଫସିଥିବା ଜୀବଜନ୍ତୁଙ୍କୁ କିଭଳି ନିଜ ଜୀବନକୁ ବିପଦରେ ପକାଇ ବଞ୍ଚାଉଛନ୍ତି। ଏମିତିରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଠି ଜଣେ ବ୍ୟକ୍ତି ପ୍ରକୃତ ମାନବିକତାର ପରିଚୟ ଦେଖାଇଛନ୍ତି। ସେ ନିଜ ଜୀବନକୁ ବାଜି ଲଗାଇ ନଦୀରେ…

ଆମ ଦେଶର ନାମ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନ, ଏପରି ଉତ୍ତର ଦେଲେ ଏହି ଜଣାଶୁଣା ପ୍ରଯୋଜକଙ୍କ ସନ୍ତାନ

କରନ ଜୋହର ଏବେ ଲକଡାଉନରେ ରହି ନିଜର ଦୁଇ ସନ୍ତାନ ୟଶ ଓ ରୁହିଙ୍କ ସହ ସମୟ ବିତାଉଛନ୍ତି। ସେ ଏମାନଙ୍କ ସହିତ ରହି ବିଭିନ୍ନ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ସେ ନିଜ ପିଲାମାନଙ୍କ ସହ ମଜା କରୁଥିବା ବେଳେ କିଛି ପ୍ରଶ୍ନ ପଚାରୁଥିବାର ଏକ ଭିଡିଓ ଭାଇରାଲ୍ ହେଉଛି। ୟଶଙ୍କୁ…

ଏବେ ବିରାଟ ନୁହେଁ, କ୍ରିକେଟ ଖେଳିବେ ଅନୁଷ୍କା : ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପତ୍ନି ଅନୁଷ୍କାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ଦେଖାଯାଉଛି ଯେ କୋହଲି ନିଜ ମୁମ୍ବାଇ ବାସଭବନରେ କିଛି ସମୟ ଆଉଟଡୋର ଟ୍ରେନିଂ କରିବା ପରେ ଅନୁଷ୍କାଙ୍କ ସହ ହାଲକା ବ୍ୟାଟିଂ ଅଭ୍ୟାସ…

ବାପାଙ୍କ ସହ ରଣବୀରଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ କିଆରା, ଭିଡିଓ ଭାଇରାଲ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ ଚାଲିଛି । ଏହି ସମୟରେ ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟ ଘରେ ଥିବା ବେଳେ ଏମାନେ ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ନେଇ ସେମାନଙ୍କ ପ୍ରଶଂସକ ପୁରା ପାଗଳ ହୋଇଯାଇଛନ୍ତି । ଅନେକ ସେଲିବ୍ରିଟ ନିଜ ଫ୍ୟାନଙ୍କ…