ମୋବାଇଲ୍ ବ୍ୟାନ୍ ପରେ ବି ଲିକ୍ ହେଲା ଭିକ୍କି-କ୍ୟାଟ୍ଙ୍କ ବାହାଘର ପ୍ରସ୍ତୁତି ଭିଡିଓ, ଦେଖନ୍ତୁ କେମିତି ରାଜକୀୟ…
ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବାହାଘରକୁ ନେଇ ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଏହି କପଲଙ୍କ ବିବାହ ସହ ଜଡ଼ିତ ଅନେକ ଅପ୍ଡେଟ୍ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। ଭିକ୍କି ଓ କ୍ୟାଟ୍ରିନା ସୋମବାର ସନ୍ଧ୍ୟାରେ ପରିବାର ସହ ରାଜସ୍ଥାନରେ ପହଞ୍ଚିଛନ୍ତି। ଇତି ମଧ୍ୟରେ ବାହାଘର…