ବାଃ କି ବୁଦ୍ଧି! ଫଳ ପ୍ୟାକ୍ କରିବାକୁ ନିଆରା ମେସିନ୍ ତିଆରି କଲେ ବ୍ୟକ୍ତି; ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ କିଛି ଦିନ ହେବ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଜଣେ ଡାଳିମ୍ବ ଦୋକାନୀ ଏକ ଏଭଳି ମେସିନ୍ ବ୍ୟବହାର କରୁଛନ୍ତି, ଯାହା ସାହାଯ୍ୟରେ ସେ ସାଇଜ୍ ଅନୁସାରେ ଡାଳିମ୍ବକୁ ପେଟିରେ ସହଜରେ ପ୍ୟାକ୍ କରୁଛନ୍ତି।
ଦେଖନ୍ତୁ ଭିଡିଓ:
The world’s most simple…