ବଲିଉଡ ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲଙ୍କ ବିପଜ୍ଜନକ ଷ୍ଟଣ୍ଟ, ଭିଡିଓ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ
ଏହି ବର୍ଷ ଲୋକମାନେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଖିଛନ୍ତି । ଏହି ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଜବରଦସ୍ତ ସଂଗ୍ରହ କରିଥିଲେ । ସେହିପରି କେତେକ ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ହେବ ପରେ ବକ୍ସ ଅଫିସରେ ଏତେ ଭଲ କଲେକ୍ସନ କରିନାହିଁ । ଏ ସବୁ ମଧ୍ୟରେ ଏହିପରି ଏକ ଫିଲ୍ମ 'କ୍ରାକ' ସିନେମା ହଲରେ…