Browsing Tag

vietnama

ଭିଏତନାମାରେ ଖୋଲିଲା ବିଶ୍ୱର ପ୍ରଥମ ସୁନା ହୋଟେଲ, ଯେଉଁଠି ଗୋଟେ ରାତିକୁ ରହିବାକୁ ଦେବାକୁ ହେବ ୭୫ ହଜାର ଟଙ୍କା

ଆପଣ ବାହାରକୁ ବୁଲିବାକୁ ଯାଇଥିବେ ଏବଂ ସେଠାରେ ଥିବା ହୋଟେଲରେ ମଧ୍ୟ ରହିଥିବେ। କିନ୍ତୁ ସୁନା ହୋଟେଲ ବିଷୟରେ କେବେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ନା ! କିନ୍ତୁ ହଁ ବିଶ୍ୱର ପ୍ରଥମ ସୁନା ହୋଟେଲର ଶୁଭାରମ୍ଭ ହୋଇଛି। କରୋନା ସଙ୍କଟ ମଧ୍ୟରେ ଭିଏତନାମର ରାଜଧାନୀ ହନୋଇରେ…

ଲକଡାଉନ ବେଳେ ଉପାସରେ ଶୋଇବେନି କୌଣସି ବ୍ୟକ୍ତି, ଦାନା ଯୋଗାଉଛି ଚାଉଳ ଏଟିଏମ୍

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଲକଡାଉନ ଲାଗୁ କରାଯାଇଛି। ଲକଡାଉନ ଯୋଗୁ ଲୋକଙ୍କୁ ଖାଇବା ପିଇବାରେ ସମସ୍ୟା ହେଉଛି। କିଛି ଲୋକଙ୍କର ତ ଚାକିରି ବି ଚାଲିଯାଇଛି। ଏଭଳି ସ୍ଥିତିରେ ଏକ ଦେଶ ସାମାଜିକ ଦୂରତ୍ୱକୁ ବଜାୟ ରଖି ଗରିବଙ୍କୁ ସାହାଯ୍ୟ ପାଇଁ…

ଏହା ହେଉଛି ଦୁନିଆର ସବୁଠାରୁ ବଡ ଗୁମ୍ଫା, ଯାହା ଭିତରକୁ ଯିବାକୁ ହେଲେ ନେବାକୁ ପଡେ ଟ୍ରେନିଂ

ଆପଣମାନେ କେବେ ନା କେବେ ଗୁମ୍ଫା ନିଶ୍ଚିତ ଭାବେ ଦେଖିଥିବେ, କିନ୍ତୁ ଭିଏତନାମାରେ ଏକ ଗୁମ୍ଫା ରହିଛି, ଯାହା ବିଷୟରେ ଆପଣ ଶୁଣି ଚକିତ ହୋଇପଡିବେ। ଭିଏତନାମାରେ ଦୁନିଆର ସବୁଠାରୁ ବଡ ଗୁମ୍ଫା ରହିଛି, ଯାହା ଭିତରେ ଏକ ଭିନ୍ନ ଦୁନିଆ ରହିଛି। ଏହି ଗୁମ୍ଫା ମଧ୍ୟରୁ ଏପରି ଅଦ୍ଭୁତ ଏବଂ ଭୟାନକ…