Browsing Tag

vigilance

ଭିଜିଲାନ୍ସ ହାତରେ ରାଇଘର ଏଲ.ଆଇ ପ୍ରଫୁଲ ହାଲଦାର

ଉମରକୋଟ : ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଇଘର ଏଲ.ଆଇ ପ୍ରଫୁଲ ହାଲଦାର । ମୁଖ୍ୟମନ୍ତ୍ରୀ କାମଧନୁ ଯୋଜନାରେ ସବସିଡି ଟଙ୍କା ରିଲିଜ କରିବା ପାଇଁ ନେଉଥିଲେ ଟଙ୍କା ।  ବର୍ତ୍ତମାନ ଭିଜିଲାନ୍ସ ର ଏକ ଟିମ ତାଙ୍କ ରାଇଘର ସ୍ଥିତ ବାସଗୃହ ସହ ତିନୋଟି…

ଚାକିରିରୁ ବିଦା ହେଲେ ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ୱର : ଚାକିରିରୁ ବିଦା ହେଲେ ASI । ଏଏସଆଇ ରାଜେଶ କୁଲୁଙ୍କୁ ନିଲମ୍ବିତ କଲା କମିଶନରେଟ୍ ପୋଲିସ୍ । ତାଙ୍କ ବିରୋଧରେ ସର୍ଭିସ୍ ରୁଲ ଅନୁସାରେ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ମୋବାଇଲ୍ ଫେରାଇବା ପାଇଁ ୨୦ ହଜାର…

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍, ୪୯ ଜଣ କର୍ମଚାରୀଙ୍କୁ ପଚରାଉଚରା କରିବ ଭିଜିଲାନ୍ସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ ।  କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ମାମଲାରେ ଚାଲିଛି ତନାଘନା ତଦନ୍ତ । ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ହେବ ମାରାଥନ୍ ଜେରା ।  ଦୁଇ ଦିନ ଧରି ଚାଲିବ ଜେରା । ଜିଲ୍ଲା ମୁଖ୍ୟ…

ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର : ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ ,୩ ଟି ସ୍ଥାନରେ ଏକକାଳୀନ…

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ । ନୋଟ୍ ଗଣିବାକୁ ଲାଗିଲା ମେସିନ୍ । ରେଳ ଷ୍ଟେସନରୁ ୫ ଲକ୍ଷ ଓ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା । ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ସମ୍ବଲପୁର ଡିଭିଜନର ଓଡ଼ିଶା ପୋଲିସ…

OAS ବାବୁଙ୍କ ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା, ଏବେ ସୁଦ୍ଧା ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ

କଟକ: OAS ବାବୁଙ୍କ ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା । ଏବେ ସୁଦ୍ଧା ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ ଜବତ ହୋଇଛି । କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ…

ବାରଙ୍ଗ ଅତିରିକ୍ତ ତହସିଲଦା ଗିରଫ, ଚଢ଼ାଉ ବେଳେ ଘରୁ ମିଳିଥିଲା ନଗଦ ୭୩ଲକ୍ଷ ୬୬ ହଜାର ଟଙ୍କା

ବାରଙ୍ଗ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ମିଳିଥିଲା ନଗଦ ୭୩ଲକ୍ଷ ୬୬ ହଜାର ଟଙ୍କା । ବଡ଼ଗଡ଼ ଓ ବ୍ରିଟ କଲୋନୀରେ ଠାବ ହୋଇଛି ୨ଟି ୩ ମହଲା କୋଠା । ଖୋର୍ଦ୍ଧାରେ ଦି’ମହଲା କୋଠା,…

ମହାକାଳପଡ଼ା ତହସିଲଦାର ଗିରଫ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ମହାକାଳପଡ଼ା : ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ୍ ଶିବ ମଲ୍ଲିକକୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ଟି ବିଲଡିଂ, ୭ ଦାମୀ ପ୍ଲଟ, ୧୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଟଙ୍କା ସହ…

ଭିଜିଲାନ୍ସ ଜାଲରେ ଏସଡିଭିଓଙ୍କ କାର୍ଯ୍ୟାଳୟର କିରାଣୀ, ପୈତୃକ ଘରେ ରେଡ୍

ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଏସଡିଭିଓଙ୍କ କାର୍ଯ୍ୟାଳୟର କିରାଣୀ ମନୋଜ ମହାନ୍ତି ।  ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କ ପୈତୃକ ଘରେ ଭିଜିଲାନ୍ସ ରେଡ୍ ।  ଏକ ଚାରି ଜଣିଆ ଭିଜିଲାନ୍ସ ଟିମ ତାଙ୍କ ପୈତୃକ ଘର ମହାଙ୍ଗା କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁରରେ ଚଢ଼ାଉ କରିଛନ୍ତି । ତାଙ୍କ ପୁରୀ…

ଭିଜିଲାନ୍ସ ଜାଲରେ ମହିଳା ଥାନା ASI, ୧୦ ହଜାର ଲାଞ୍ଚ ନେଇ ଧରା ପଡିଲେ

ବ୍ରହ୍ମପୁର: ଲାଞ୍ଚ ନେଇ ଧରା ପଡିଲେ ମହିଳା ଥାନା ASI ବବିତା ସୁନା ।  ଏକ ମାମଲାର ରଫାଦଫା ପାଇଁ ୧୦ ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ।  ଏହି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ…

ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟିର କିରାଣି, ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ବାରିପଦା : ଲାଞ୍ଚ ନେବା ବେଳେ ଧରାପଡ଼ିଲେ କିରାଣି । ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଅଭିଯୋଗ ଅନୁଯାୟୀ, ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ ନାଁରେ ଦୁଇଟି ଦୋକାନ…

ଭିଜିଲାନ୍ସ ଜାଲରେ ଜେଇ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ଜେଇ । ନୂଆପଡ଼ା ଖରିଆର R &B ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ । ପୁରୀ, ଭୁବନେଶ୍ବର ଓ ନୂଆପଡ଼ାରେ ରେଡ୍ କରୁଛି ଭିଜିଲାନ୍ସ । …

ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର, କେସ୍ ଡାଏରୀ ପାଇଁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର : ପୋଲିସକୁ ବାନ୍ଧିଲା ଭିଜିଲାନ୍ସ । ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର । କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଧରିଥିଲା ଭିଜିଲାନ୍ସ । କଲ୍ଯାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ ।…