Browsing Tag

vigilance arrest

ପୁରୀ: ଭିଜିଲାନ୍ସ ହାତରେ ଅସ୍ତରଙ୍ଗ R.I ଅଫିସର ଅମିନ, ଆମ୍ପନ ବାତ୍ୟା ସହାୟତା ପାଇଁ ନେଉଥିଲେ ଲାଞ୍ଚ

କାକଟପୁର(କେନ୍ୟୁଜ୍): ଲାଞ୍ଚ ନେଉଥିବା ବେଳେ ପୁରୀଭିଜିଲାନ୍ସ ହାତରେ ଧରାପଡିଲେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ। ଆମ୍ପନ ବାତ୍ୟା ସହାୟତା ଯୋଗାଇଦେବା ନାମରେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ ପ୍ରଫୁଲବେହେରା ୧୨୦୦୦ ଟଙ୍କା ଦାବିକରି ସର୍ବେଶ୍ବର ଓଝାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ…

ଭିଜିଲାନ୍ସ ଜାଲରେ ବୌଦ୍ଧ କଣ୍ଟାମାଲ ବ୍ଲକ ଘଣ୍ଟାପଡ଼ାର ଜିଆରଏସ୍‌, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ବୌଦ୍ଧ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଘଣ୍ଟାପଡ଼ାର ଜିଆରଏସ୍‌। ତାଙ୍କ ନାଁ ପାଣ୍ଡବ ମହଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ରିସପାଲ ରଣା ନାମକ ଜଣେ ହିତାଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଥିଲା ଭିଜିଲାନ୍ସ…

ପିପିଲି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଗ୍ରାମ ରୋଜଗାର ସେବକ

ପିପିଲି (କେ ନ୍ୟୁଜ୍‌) : କେବେ ଭାବି ନଥିଲେ ଏମିତି ଧରାପଡ଼ିବେ ବୋଲି । ହେଲେ ଭିଜିଲାନ୍ସ ଛକି ବସିଥିଲା ଆଉ ଧରି ପକାଇଲା । ଲାଞ୍ଚ ନେବା ବେଳେ ଧରା ପଡିଗଲେ ଗ୍ରାମ ରୋଜଗାର ସେବକ । ପୁରୀ ଜ଼ିଲ୍ଲା ପିପିଲି ବ୍ଲକ କୁଳଶେଖର ପାଟଣା ପଞ୍ଚାୟତର ଗ୍ରାମରୋଜଗାର ସେବକ ଲଷ୍ମୀପ୍ରିୟା ସାହୁ ଇନ୍ଦିରା…

ଲାଞ୍ଚ ନେଉଥିବା ବେଳେ କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ମୋହନା (କେ ନ୍ୟୁଜ୍‌) : ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କନିଷ୍ଠ କିରାଣୀ । ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣୀ ଜିତେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଧରିଛି । ସେ ଜଣେ ଗଣ ଶିକ୍ଷକ ଦଣ୍ଡପାଣି ମଳିକଙ୍କ ବଦଳି ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…