Browsing Tag

Vigilance arrests

ଗିରଫ ହେଲେ ବନ୍ୟପ୍ରାଣୀ ଡିଭିଜନର ACF, ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା

ସମ୍ବଲପୁର: ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ସମ୍ବଲପୁରରେ ତାଙ୍କର ଏକ ତିନି ମହଲା କୋଠା ସମେତ ୩ଟି ବିଲଡିଂ ରହିଛି । ଅଇଁଠାପାଲିରେ ୯ହଜାର ୭ଶହ ବର୍ଗଫୁଟରେ ଥିବା ତିନି ମହଲା କୋଠାର…

ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

ଜୟପୁର : ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।  ବିଶ୍ବନାଥଙ୍କର ଦୁଇଟି କୋଠା ଓ ୧୮ଟି ପ୍ଲଟ ରହିଛି ।  ଜୟପୁର ଟାଉନରେ ରହିଛି ଦେଢ କୋଟି ଟଙ୍କାର ଏକ…

ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ, ଠାବ ହେଲା ୧୯ ପ୍ଲଟ

ସୁବର୍ଣ୍ଣପୁର: ବନ୍ଧା ହେଲେ ସୁବର୍ଣ୍ଣପୁର CSO । ଖାଦ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆ ୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସୁରେଶ ପାଣିଗ୍ରାହୀଙ୍କୁ କରାଯିବ କୋର୍ଟ ଚାଲାଣ । କୋଟିପତି ସିଏସଓଙ୍କର ୨ କୋଠା, ୧୯…