Browsing Tag

vigilance draped

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଲାଞ୍ଚ ନେଇ ଧରା ପଡିଲେ ବିଭୁତି ଭୂଷଣ ପ୍ରଧାନ

ଘଟଗାଁ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ। କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ର ଜେଇ ବିଭୁତି ଭୂଷଣ ପ୍ରଧାନ ଜଣେ ଠିକାଦାରଙ୍କ ଠାରୁ ପିସି ବାବଦରେ ୭୫୦୦ ଲାଞ୍ଚ ନେଉଥିବା ବେଳେ ବ୍ଲକସ୍ଥିତ ବାସଭବନରେ କେନ୍ଦୁଝର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମଲ୍ହାରପଦା ଗ୍ରାମର…