Browsing Tag

vigilance raid in bhubaneswar

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନଓ୍ଵାଡି ଦିଦି, ୪ କୋଠା ଓ ୧୪ ପ୍ଲଟ

ଭୁବନେଶ୍ୱର(କେନ୍ୟୁଜ୍‌) : ଅଙ୍ଗନଓ୍ଵାଡି ଦିଦିଙ୍କ ସମ୍ପତ୍ତି ଜାଣିଲେ ଟେରା ହୋଇଯିବେ । ଗୋଟିଏ ନୁହେଁ କି ଦୁଇଟା ନୁହେଁ ଚାରି ଚାରିଟା କୋଠା ଓ ୧୪ ପ୍ଲଟର ମାଲିକାଣୀ ହେଉଛନ୍ତି ଏହି ଅଙ୍ଗନଓ୍ଵାଡି ଦିଦି । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନଓ୍ଵାଡି ଦିଦିଙ୍କ ନାମ ହେଉଛି କବିତା ମଥାନ । ଆଜି…

ଭିଜିଲାନ୍ସ ଜାଲରେ ଗଣିତ ବିଭାଗର ସହକାରୀ ପ୍ରଫେସର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣ୍ଡଗିରିସ୍ଥିତ ବାସଭବନ…

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଧାନୀର ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅଧ୍ୟାପକ ଜଣଙ୍କ ଡକ୍ଟର ପ୍ରସନ୍ନ କୁମାର ମିଶ୍ର ବୋଲି ଜଣାପଡିଛି। ସେ ଘାଟିକିଆରେ ଥିବା କଲେଜ ଅଫ୍ ଇଂଜିନିୟିରି…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସବ୍ କଲେକ୍ଟର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନାଙ୍କ ଘରେ ଚଢାଉ କରାଯାଉଛି। ଅଫିସ ସମେତ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ ଚଢାଉ କରାଯାଉଛି। ୩ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର GPH ଡିଭିଜନ-୨ର ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭଯୋଗରେ ୬ଟି ସ୍ଥନାରେ ଚାଲିଛି…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭୁବନେଶ୍ୱର GPH ଡିଭିଜନ-୨ର ଯନ୍ତ୍ରୀ ରବିନ୍ଦ୍ର ପ୍ରଧାନଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭଯୋଗରେ ଚଢାଉ। ଏକକାଳୀନ ୬ଟି ସ୍ଥନାରେ ଚଢାଉ କରୁଛି ବିଭାଗ। ବ୍ରହ୍ମପୁର ସ୍ଥିତ ପୈତୃକ ଘରେ ରେଡ୍‌ କରୁଛି ଭିଜିଲାନ୍‌ସ।…

ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟରଙ୍କ ଘରେ ଚଢାଉ କରି କୋଟି କୋଟି ଟଙ୍କା ଜବତ କଲା ଭିଜିଲାନ୍ସ ,…

ଭୁବନେଶ୍ୱର: ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଗତକାଲି ଚଢାଉ କରି କୋଟି କୋଟି ଟଙ୍କା ଜବତ । ୧ କୋଟି ୪୮ ଲକ୍ଷ ୫୯ ହଜାର ୪୬୬ ଟଙ୍କା ର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଏହା ସହ ଗୋଟିଏ 3BHK FLAT, ଗୋଟିଏ ତିନି ମହଲା କୋଠା, ୫ଟି…

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟର, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ । ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଘରେ ରେଡ୍‌ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ଓ କଟକରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର ଘାଟିକିଆ ଭିପୁଲ ଗାର୍ଡେନ୍‌…