ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକାସାଙ୍ଗରେ ୪ଟି ସ୍ଥାନରେ ଚାଲିଛି ଚଢାଉ
କେନ୍ଦୁଝର(କେନ୍ଯୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଜିଆରଏସ ସୌଭାଗ୍ୟଲକ୍ଷ୍ମୀଙ୍କ ବାସଭବନ, ଅଫିସ ଏବଂ ହୋଟେଲ ସମେତ ୪ଟି ସ୍ଥାନରେ ଏକାସାଙ୍ଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ…