Browsing Tag

vigilance raid

ବିଇଓଙ୍କ କାର୍ଯ୍ୟାଳୟରେ ଟେକ୍ନିକାଲ କନସଲଟାଣ୍ଟଙ୍କର ମାଳ ମାଳ ଘର ଓ ଫ୍ଲାଟ

ଅନୁଗୁଳ(କେନ୍ୟୁଜ୍): କୋଟିପତି ଜେଇଙ୍କ ମାଳ ମାଳ ଘର ଓ ଫ୍ଲାଟ। ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସ ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ରେଡ୍ । ସମଗ୍ର ଶିକ୍ଷା ଅଭିଯାନରେ ପାଲଲହଡ଼ା ବିଇଓଙ୍କ କାର୍ଯ୍ୟାଳୟରେ ଟେକ୍ନିକାଲ କନସଲଟାଣ୍ଟ ଭାବେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆୟ ବହିର୍ଭୂତ…

ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ: ଠିକା ସଂସ୍ଥା କାର୍ଯ୍ୟାଳୟରେ ଭିଜିଲନ୍ସ…

କେନ୍ୟୁଜ୍(ବ୍ୟୁରୋ): ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀ N1/ 157 ରେ ରେଡ଼ । ହିନ୍ଦୁସ୍ଥାନ ଷ୍ଟିଲ କଂଷ୍ଟ୍ରକ୍ସନ ୱାର୍କସ ଲିମିଟେଡ଼ ଅଫିସରେ ବି ଭିଜିଲାନ୍ସ ଚଢ଼ାଉ । କମ୍ପାନୀର ଦୁଇ ଜଣ ସାଇଟ ଇଂଜିନିୟର…

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌

ବାଙ୍କୀ (କେନ୍ୟୁଜ): ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ୍। କଟକ ବାଙ୍କୀ ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ବିଭାଗ। ଦୁଲଣାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରୁଛି କଟକ ଭିଜିଲାନ୍ସ ବିଭାଗ। ସୁନିଲଙ୍କ…

ଭିଜିଲାନ୍ସ ଜାଲରେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ।  ଆଜି ଅର୍ଥାତ୍ ୧୧/୦୮/୨୦୨୩ରେ ଅନୁଗୁଳୁ ଉଠା ଜଳସେଚନର ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ…

ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ, ୫ ଲକ୍ଷ ୫୪ ହଜାର ଟଙ୍କା ଜବତ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ। ରୋହିତ ପରିଡ଼ାଙ୍କ ଠାରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଓଡିଶା ଭିଜିଲାନ୍‌ସ। ଜବତ ଟଙ୍କା ଲାଞ୍ଚ କାରବାରର ହୋଇଥିବା ସନ୍ଦେହ କରୁଛି ଭିଜିଲାନ୍ସ। ରୋହିତ ହେଉଛନ୍ତି ଟ୍ରାଇବାଲ ଡେଭଲପମେଣ୍ଟ…

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର

ନୟାଗଡ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର ବନମାଳୀ ପରିଡା । ୩ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଭିଯୋଗ ଅନୁସାରେ ବାଲି ଟ୍ରକ୍‌ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ଆଗରୁ ୧୦ ହଜାର…

ଭବାନୀପାଟଣା ଜନସ୍ୱାସ୍ଥ୍ୟ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଘରେ ଭିଜିଲାନ୍‌ସ ରେଡ୍‌

କଳାହାଣ୍ଡି(କେନ୍ୟୁଜ୍):  ଭିଜିଲାନ୍‌ସ ଜାଲରେ କୋଟିପତି ଯନ୍ତ୍ରୀ । ଭବାନୀପାଟଣା ଜନସ୍ୱାସ୍ଥ୍ୟ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର କିଶୋର ଚନ୍ଦ୍ର ସାହୁଙ୍କ ଘରେ ରେଡ୍‌ । ଚଢ଼ାଉ ବେଳେ ଘରୁ ମିଳିଛି ନଗଦ ୨କୋଟି ୬୫ ଲକ୍ଷ ଟଙ୍କା । ୨୩୫ ଗ୍ରାମର ସୁନା ଓ ୭ଶହ ଗ୍ରାମର ରୁପା ଅଳଙ୍କାର ଜବତ ହୋଇଛି…

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରାପଡିଲେ ଭଦ୍ରକ ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡା

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭଦ୍ରକ ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡା । ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ । ଏକ ଜମିଜମା ମାମଲାକୁ ରଫା ଦଫା କରିବାକୁ ବନ୍ତ ଟିଲୋ ଅଞ୍ଚଳର କୈଳାସ ନାଥଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭଦ୍ରକ ଡିଏସପିଙ୍କ…

ପୁଣି ଖାକିର ଲାଞ୍ଚର ଛିଟା, ଲକ୍ଷେ ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ପଞ୍ଝାରେ ହରଭଙ୍ଗା ଥାନା IIC

ବୌଦ୍ଧ(କେନ୍ୟୁଜ୍): ପୁଣି ଭିଜିଲାନ୍ସ ଜାଲରେ ପୋଲିସ। ଗୋଟେ ଯୋଡେ ନୁହେଁ ପୁରା ଲକ୍ଷେ ଟଙ୍କା ଲାଞ୍ଚନେଇ ଧରାପଡିଲେ ମହିଳା ଆଇ ଆଇଆଇସି। ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ମହିଳା ପୋଲିସ୍ ଅଧିକାରୀ ଜଣକ ପଡିଛନ୍ତି । ସେ ହେଉଛନ୍ତି ହରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟ । ଏକ…

ଭିଜିଲାନ୍ସ ପଞ୍ଝାରେ ଚାନ୍ଦିପୁର ଥାନାର IIC ଓ ASI, ମଦବେପାରୀ ଠାରୁ ନେଉଥିଲେ ୫୦ ହଜାର ଲାଞ୍ଚ

ବାଲେଶ୍ବର(କେନ୍ୟୁଜ୍):  ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ।  ବାଲେଶ୍ବର ଚାନ୍ଦିପୁର ଥାନାର ଆଇଆଇସି ଓ ଏଏସଆଇ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ଜଣେ ମଦ ବ୍ୟବସାୟୀ ଠାରୁ ମାସିକିଆ ବଟି ଆକରରେ ୫୦ ହଜାର  ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ମାଲକାନଗିରି (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ। ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ।…

ପୂର୍ବତନ ସିଏସଓଙ୍କ ଏତେ ସମ୍ପତ୍ତି ଆସିଲା କେଉଁଠୁ? ଭୁବନେଶ୍ୱର ଓ ପୁରୀର ପାଞ୍ଚଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

କଟକ(କେନ୍ୟୁଜ୍): ପୂର୍ବତନ ସିଏସଓଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ । ସ୍ଥାବର ଅସ୍ଥାବର ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ନୟାଗଡ଼ର ପୂର୍ବତନ ସିଏସଓ ବ୍ରଜେନ୍ଦ୍ର କୁମାର ନାୟକ। ଭୁବନେଶ୍ୱର ଓ ପୁରୀର ପାଞ୍ଚଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଏବେ ନିଲମ୍ବିତ ହୋଇଛନ୍ତି ବ୍ରଜେନ୍ଦ୍ର।…