Browsing Tag

vigilance raid

ରାତିରେ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ଛେଣ୍ଡିପଦା ରେଞ୍ଜର୍‌, ଧରିଲା ଭିଜିଲାନ୍ସ

ଅନୁଗୋଳ (କେ ନ୍ୟୁଜ୍‌) : ଭିଜିଲାନ୍ସଜାଲରେ ପଡ଼ିଗଲେ ଅନୁଗୋଳ ଛେଣ୍ଡିପଦା ରେଞ୍ଜର। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ଦିନ ହେଲା ନଜରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଆଜି ସକାଳେ କଟକ ଭିଜିଲାନ୍ସ ବିଭାଗ ଧରିଛି । ମଙ୍ଗଳବାର ଦିନ ଏକ ବୋଲେରୋ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO, ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ୬ଟି ସ୍ଥାନରେ କରାଯାଉଛି ରେଡ୍‌

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଗଣେଶ୍ୱର କଅଁରଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ନବରଙ୍ଗପୁର ସ୍ଥିତ ଭଡ଼ାଘର ସହ ଭୁବନେଶ୍ବର,ଗଜପତି ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଉଛି । ୧୦ଟି ଟିମ ରେଡରେ ସାମିଲ ହୋଇଛନ୍ତି । ଗତ ୩ମାସରେ…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବ୍ରହ୍ମଗିରି ଆରଆଇ ଓ ପିଅନ

ବ୍ରହ୍ମଗିରି: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବ୍ରହ୍ମଗିରି ଆରଆଇ ଓ ପିଅନ । ଆରଆଇ ବିଚିତ୍ର ମୋହନ ମିଶ୍ର ଓ ପିଅନ କବିତା ଭୋଇ । ଆରଆଇ ଏକ ଜମି ମ୍ୟୁଟେସନ ପାଇଁ ସାନବନ୍ଧକେରାର ଅଶ୍ୱିନୀ ନାୟକଙ୍କ ଠାରୁ ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏ ସଂପର୍କରେ ଅଶ୍ୱିନୀ ଭିଜିଲାନ୍‌ସ ବିଭାଗକୁ ଜଣାଇଥିଲେ ।…

ଭିଜିଲାନ୍ସ ଜାଲରେ ଫୁଲବାଣୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ର କନିଷ୍ଠ କିରାଣୀ, ପେନସନ ଏରିଅର କରାଇ ଦେବା ପାଇଁ…

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସର ଚଢାଉ । ସୂଚନା ଅନୁଯାୟୀ, ରାଇକିଆର ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଏରିଅର କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ କିରାଣୀ। କର୍ମଚାରୀ ଏନେଇ ଭିଜିଲାନ୍ସକୁ ଜଣାଇବା ପରେ ବୌଦ୍ଧ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ବୋରଗ ପ୍ରକଳ୍ପ ହାଇସ୍କୁଲ ପ୍ରଧାନ ଶିକ୍ଷକ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ନବରଙ୍ଗପୁର ରାଇଘର ବ୍ଳକ ଅନ୍ତର୍ଗତ ବୋରଗ ପ୍ରକଳ୍ପ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି…

ଭିଜିଲାନ୍‌ସ ଦ୍ବାରା  ଗିରଫ ହୋଇଥିବା ଆଇଏଏସଙ୍କ ବଡ ବୟାନ, କହିଲେ ବିଭାଗୀୟ ଅଧିକାରୀ ତାଙ୍କୁ ଫସାଇ ଦେଇଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କୁ ଭିଜିଲାନ୍‌ସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ହାଜର କରାଯାଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବିଜୟକେତନ କହିଛନ୍ତି,…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣୀ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହର ପ୍ରସାଦ ଆଚାର୍ଯ୍ୟଙ୍କ ଭାବନୀପାଟଣାରେ ଥିବା ଘର ଓ ଅଫିସ୍‌ରେ ଚଢାଉ କରାଯାଇଛି । ଭବାନୀପାଟଣା ରାମନଗରପଡ଼ାରେ ତିନି ମହଲା କୋଠା ରହିଛି । ତାଙ୍କ ସମ୍ପତ୍ତିର…

କାଠ ମାଫିଆଙ୍କ ଉପରେ ଜୟପୁର ଭିଜିଲାନ୍ସ ଫରେଷ୍ଟ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

କୋରାପୁଟ: କାଠମାଫିଆଙ୍କ ଉପରେ ଭିଜିଲାନ୍ସ ଫରେଷ୍ଟ ବିଭାଗ ପକ୍ଷରୁ ଚଢାଉ। କୋରାପୁଟ ଜିଲ୍ଲା ସୀମାନ୍ତ କୋଟପାଡ଼ ଭନସୁଲି ଅଞ୍ଚଳରେ ଜୟପୁର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ବଡ଼ ଧରଣର ଚଢାଉ। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏସିଏଫ, ଡିଏଫଓ, ଭିଜିଲାନ୍ସ ଡିଏସପି ଓ ଏକ ଷାଠିଆ ଜଣିଆ ବନ କର୍ମଚାରୀ…

ଭିଜିଲାନ୍‌ସ ଜାଲରେ ବିଡିଏ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବିଡିଏ ସେକ୍ସନ ଅଫିସରଙ୍କ ଘରେ ରେଡ୍‌

ଭିଜିଲାନ୍‌ସ ଜାଲରେ ବିଡିଏ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘରେ ରେଡ୍‌ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ବିଭୂତି ଭୂଷଣ ରାୟଙ୍କ ଭୁବନେଶ୍ୱରସ୍ଥିତ ଜିଜିପି କଲୋନୀ ବାସଭବନ, ଝାରପଡ଼ା ଓ ଅଫିସରେ…

ଭିଜାଲନ୍‌ସ ଜାଲରେ ଫସିଲେ SI, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ SI ଜନ୍ମେଞ୍ଜୟ ମଲ୍ଲିକଙ୍କ ଘରେ ରେଡ୍‌

କଟକ(କେନ୍ୟୁଜ୍):  ଭିଜାଲନ୍‌ସ ଜାଲରେ ଫସିଲେ SI। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ SI ଜନ୍ମେଞ୍ଜୟ ମଲ୍ଲିକଙ୍କ ଘରେ ରେଡ୍‌ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ। ଜନ୍ମେଞ୍ଜୟଙ୍କ ତୁଳସୀପୁର ଓ ଚହଟାସ୍ଥିତ ଘରେ ଚଢାଉ ଜାରି ରହିଛି। ପଟ୍ଟାମୁଣ୍ଡାଇ ଅଣ୍ଡରା ସ୍ଥିତ ବାସଭବନ…

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ୍‌

ସମ୍ବଲପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି। ସମ୍ବଲପୁର ମହୁଲପାଲି କେଶବାହଲ ଯୁକ୍ତ ୨ ଜୁନିୟର କଲେଜ ଅଧ୍ୟକ୍ଷ ଜୟପ୍ରକାଶ ପଟେଲଙ୍କ ଘରେ ଭିଜିଲାନ୍ସର ଏକ ଟିମ୍‌ ଚଢାଉ କରିଛି।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱରରେ ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ଭିଜିଲାନ୍ସ ରେଡ୍‌। ଜଳ ସଂପଦ ବିଭାଗ ଇଆଇସି କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ତଥା ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍‌। ଭିଜିଲାନ୍ସ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି।…