Browsing Tag

vigilance raid

ଆୟଠାରୁ ୧୮୩ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ କଟକ ସଦରର ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ, ବାନ୍ଧିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍): ବନ୍ଧା ହେଲେ କୋଟିପତି ଯନ୍ତ୍ରୀ । କଟକ ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟଠାରୁ ୧୮୩ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ । କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ ବାବୁଙ୍କ ରହିଛି…

ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ମାଡ଼ିବସିଲା ଟିମ୍

ଭୁବନେଶ୍ବର(କେନ୍ୟୁଜ୍): ଭିଜିଲାନ୍ସ  ଜାଲରେ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ଗତକାଲି ପାଇଥିଲେ ପଦୋନ୍ନତି । ହେଲେ ଏହାର କିଛି ଘଣ୍ଟାପରେ ଭିଜିଲାନ୍ସ ସେହି ଅଧିକାରୀଙ୍କୁ ମାଡ଼ିବସିଥିଲା। ଏଭଳି ଘଟଣା ଘଟିଛି କୋରାପୁଟରେ। ସୂଚନା…

ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୧୮ଟି ସ୍ଥାନରେ ଚାଲିଛି ଚଢ଼ାଉ

(କେନ୍ୟୁଜ): ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ରାଜ୍ୟର ୧୮ଟି ସ୍ଥାନରେ ଚଢ଼ାଉ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୬ଟି ସ୍ଥାନ ସହିତ କଲେଜ ରୋଡ଼ ବିଣିଆପାଟ, ବଜାଜ ସୋ'ରୁମ, ହୋଟେଲ ଇଣ୍ଡିଆଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ…

ମାନବିକତା ବିହୀନ ରେଭିନ୍ୟୁ ସୁପରଭାଇଜରକୁ ଧରିଲା ଭିଜିଲାନ୍ସ, ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଠାରୁ ନେଉଥିଲେ ଲାଞ୍ଚ

ମୟୁରଭଞ୍ଜ/କଟକ(କେନ୍ୟୁଜ୍): ପୁଣି ଜଣେ ଲାଞ୍ଚୁଆ ସରକାରୀ ବାବୁ ଭିଜିଲାନ୍ସ ଜାଲରେ । ଦୃଷ୍ଟିବାଧିତଙ୍କୁ ବି ଛାଡିଲେ ନାହିଁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ । ୨୫୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ରାଜସ୍ୱ ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ପାଢୀ । ତାଙ୍କ ନିକଟରୁ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

କଟକ/ନୂଆପଡା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡ଼ିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ନୂଆପଡା ଜିଲା ଖରିଆର ବିଡ଼ିଓ ନାରାୟଣ ସାହୁ। ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଖରିଆର ବିଡ଼ିଓ ନାରାୟଣ…

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌

ରାଉରକେଲା (କେନ୍ୟୁଜ): ଭିଜିଲାନ୍ସ ଜାଲରେ କିରାଣି। ରାଉରକେଲା ଗ୍ରାମ୍ୟ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ ନନ୍ଦୀ କିଶୋର ନାଥଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍‌। ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ୬ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ଚଢାଉରେ ୩ଜଣ DSP,୯ଜଣ…

ତନାଘନା ପରେ ସାଧୁ ହେବାକୁ ଚେଷ୍ଟା! ଭିଜିଲାନ୍ସ ଚଢ଼ଉ ପରେ ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ସମ୍ବଲପୁର (କେନ୍ୟୁଜ): ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ। ସମ୍ବଲପୁରର ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସମ୍ବିତ ନାଏକ ୧୦ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗରେ ସହରର ବରିଷ୍ଠ ନାଗରିକ ଧାରଣା ଦେଇଥିଲେ । ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ୧୦ ଲକ୍ଷ ଟଙ୍କା…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, RWSS ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ, ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରଜଙ୍ଗ ବ୍ଳକର…

୨୦୨୨ରେ ଭିଜିଲାନ୍‌ସର ବଡ଼ ସଫଳତା: ୬୦ ଜଣ କ୍ଲାସ -୧ ଅଧିକାରୀଙ୍କ ବିରୋଧରେ ହୋଇଛି ମାମଲା

କେନ୍ୟୁଜ୍(ବ୍ୟୁରୋ):୨୦୨୨ରେ ଭିଜିଲାନ୍‌ସକୁ ମିଳିଛି ବଡ଼ ସଫଳତା। ଭିଜିଲାନ୍‌ସ ଇତିହାସରେ ଯେତେ ନଗଦ ଟଙ୍କା ଜବତ ହୋଇଛି ତାର ଟପ୍‌ ୪ଟି ମାମଲା ୨୦୨୨ରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଭିଜିଲାନ୍‌ସ ୨୮୫ ମାମଲାରେ ୫୪୪ ଜଣଙ୍କ ବିରୋଧରେ କେସ୍‌ ରୁଜୁ କରିଛି। ୬୦ ଜଣ କ୍ଲାସ-୧ ଅଧିକାରୀଙ୍କ…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର, ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍‌

ଜଗତସିଂହପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲା। ଏକକାଳୀନ ୯ଟି ସ୍ଥାନରେ ରେଡ୍‌ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୨ ଜଣ ଡିଏସପି, ୧୪ ଜଣ ଇନିସପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

କଳାହାଣ୍ଡି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କଳାହାଣ୍ଡି କେ. ଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ଚାରୋଟି…