Browsing Tag

vigilance

୩୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ GST ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପୁରୀ(କେନ୍ୟୁଜ୍‌) : ଭିଜିଲାନ୍ସ ଜାଲରେ ପୁରୀ CTO ଓ GST ଅଧିକାରୀ । GST ଅଧିକାରୀ ମାନସ ରଞ୍ଜନ ବେହେରା ୩୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଧରିଛି । ଜଣେ ଗାଡି ମାଲିକଙ୍କ ଠାରୁ ଜବତ ଗାଡ଼ି ମାନସ ଛାଡିବା ପାଇଁ ଟଙ୍କା ନେଇଥିଲେ। ପୁରୀ ଜିଲ୍ଲା ସ୍କୁଲ ଆଗରୁ ଧରିଲା…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା(କେନ୍ୟୁଜ୍‌): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ୫୦ ହଜାର ଟଙ୍କା ନେଇ ଧରାପଡ଼ିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର । ଏମପି ଲ୍ୟାଡ ପ୍ରକଳ୍ପ ପାଇଁ ପିସି ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ ଧରିଛି । ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ…

ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ, ୮ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ସାଲେପୁର (କେନ୍ୟୁଜ): ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ । ସାଲେପୁର ଭଦ୍ରେଶ୍ୱର ଥାନା ASI ଆଲୋଙ୍କ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଥିଲେଷ ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତ ନାମକ ଜଣେ ଲୋକଙ୍କ ଠାରୁ କେଶ…

ଲାଞ୍ଚ ନେଇ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଗିରଫ

କେନ୍ଦ୍ରାପଡା (କେନ୍ୟୁଜ): ଲାଞ୍ଚ ନେଇ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଗିରଫ । ହେଡ଼ମାଷ୍ଟର ନିରଞ୍ଜନ ଅଟିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦ୍ୱିତୀୟ କିସ୍ତି ହାଉସ ବିଲଡିଂ ଲୋନ ରିଲିଜ ପାଇ ନିଜ ଷ୍ଟାପଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିରଞ୍ଜନ । ତାଙ୍କ ନିକଟରୁ…

ଲାଞ୍ଚ ନେବା ବେଳେ ପ୍ରଧାନ ଶିକ୍ଷଙ୍କୁ ଧରିଲା ଭିଜିଲାନ୍ସ

କେନ୍ଦ୍ରାପଡା (କେନ୍ୟୁଜ) : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରଞ୍ଜନ ଅତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ହାଉସ୍ ବିଲ୍ଡଂ ଲୋନ୍ କରାଇଦେବାକୁ ସେହି ସ୍କୁଲର ଜଣେ ଚତୁର୍ଥ…

ଭିଜିଲାନ୍ସ ଜାଲରେ ଅମିନ, ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ବଲାଙ୍ଗିର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଅମିନ । ୮ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ବଲାଙ୍ଗିର ଜିଲ୍ଲା ସଇଁତଳା ତହସିଲ ଅମିନ ନିର୍ମଳେନ୍ଦୁ କବି । ଏକ ଜମି ଚିହ୍ନଟ କରିବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଞ୍ଚ ଟଙ୍କା ଜବତ କରିଆୟ ବହିର୍ଭୂତ ସମ୍ପତ୍ତି…

ଭିଜିଲାନ୍ସ ଜାଲରେ ଜିଆରଏସ, ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ଲାଞ୍ଚ

ଯାଜପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଜିଆରଏସ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ବନ୍ଧା ହେଲେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦୀକ୍ଷିତ ତେଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେଉଥିଲେ। ପ୍ରଧାନମନ୍ତ୍ରୀ ଆବାସରେ ଗୃହ…

ଭିଜିଲାନ୍ସରେ ଚାକିରି କରି ମାଗିଥିଲେ ଲାଞ୍ଚ, ନିଲମ୍ବିତ ହେଲେ ମହିଳା କନଷ୍ଟେବଳ

କେନ୍ଦୁଝର(କେନ୍ୟୁଜ୍):  ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ। କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ବିଭାଗର ମହିଳା କନଷ୍ଟେବଲ ସାଗରିକା ବାରିକ ମାମଲାର ଦଫାରଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିବାରୁ ଅଡିଓ ଭାଇରାଲ ହୋଇଥିଲା। ଅଡିଓରୁ ସାଗରିକାଙ୍କ ସ୍ବର…

ଓଡ଼ିଶା ଭିଜିଲାନ୍ସରେ ପ୍ରଥମ ଘଟଣା: ଫୋନ୍ ପେ’ରେ ଲାଞ୍ଚ ନେଇ ଦୁଇ ଟିପିସିଓଡିଏଲ ଅଧିକାରୀ ଗିରଫ

ଭୁବନେଶ୍ୱର(କେନ୍ୟୁଜ): ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ଲଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚ ନେଇ ଗିରଫ ହେଲେ TPCODLର ଜଣେ ଅଧିକାରୀ। TPCODL ଅଧିକାରୀ ତରୁଣ ନାୟକ ଏବଂ ଶୈଳଜା ମୁଦୁଲିଙ୍କୁ ଗିରଫ କରିଛି ଟିମ୍‌। ଫୋନ୍‌ ପେ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତରୁଣ…

ବିଧାୟକଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର (କେନ୍ୟୁଜ): ଗୋପାଳପୁର ବିଧାୟକଙ୍କ ପ୍ରଦୀପ ପାଣି ଗ୍ରାହୀଙ୍କ ବିରୋଧରେ ୩୦୦୦ ପୃଷ୍ଠାରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ । ଚାର୍ଜସିଟରେ ୯କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କା ବେଆଇନ ସମ୍ପତି ଥିବା ଉଲ୍ଲେଖ…

ଗିରଫ ହେଲେ କୁବେର ଗୟା ; ୧୦ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ

କୋରାପୁଟ (କେନ୍ୟୁଜ): ବନ୍ଧା ହେଲେ କୋଟିପତି ଯୁଗ୍ମ ମ୍ୟାନେଜର । କୋରାପୁଟ ଜିଲ୍ଲା ସୀମାଗୋଡାର ଇଡ୍‌କଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍‌ସର ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ । ୧୦ କୋଟିରୁ ଅଧିକ ଟଙ୍କାର ଆୟ…

ଜମି ପଟ୍ଟା ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ରେଡ୍‌ ହ୍ୟାଣ୍ଡରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କୁ ଧରିଲା…

ମୟୂରଭଞ୍ଜ (କେନ୍ୟୁଜ): ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମଚରଣ ହେମ୍ବ୍ରମ୍‌ଙ୍କଠାରୁ ଜମି ପଟ୍ଟା କରି ଦେବାକୁ ନେଇ ୪୦ ହଜାର ଟଙ୍କା…