Browsing Tag

Vijay Hazare Trophy

ପାଣିରେ ପଡିଲା ଋୁତରାଜଙ୍କ ଶତକ, ମହାରାଷ୍ଟ୍ରକୁ ୫ ଓ୍ଵିକେଟରେ ହରାଇ ବିଜୟ ହଜାରେ ଟ୍ରଫି ଜିତିଲା ସୌରାଷ୍ଟ୍ର

ବିଜୟ ହଜାରେ ୨୦୨୨ ଟ୍ରଫି ଜିତିଲା ସୌରାଷ୍ଟ୍ର । ଡିସେମ୍ବର ୨ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ସୌରାଷ୍ଟ୍ର ମହାରାଷ୍ଟ୍ରକୁ ୫ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି । ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ଋତୁରାଜ ଗାଏକଓ୍ଵାଡଙ୍କ ଶତକ ବଳରେ ୯ ଓ୍ଵିକେଟ୍ ହରାଇ ୨୪୮ ରନ ସ୍କୋର…

ଇତିହାସ ରଚିଲେ ୨୫ ବର୍ଷୀୟ ଭାରତୀୟ ଯୁବ ବ୍ୟାଟର ଋତୁରାଜ ଗାଏକ୍ୱାଡ଼୍‍, ଗୋଟିଏ ଓଭରରେ ମାରିଲେ ୭ଟି ଛକା

କେନ୍ୟୁଜ୍‌: ଇତିହାସ ରଚିଛନ୍ତି ୨୫ ବର୍ଷୀୟ ଭାରତୀୟ ଯୁବ ବ୍ୟାଟର ଋତୁରାଜ ଗାଏକ୍ୱାଡ଼୍‍ । ସୋମବାର ଖେଳା ଯାଉଥିବା ବିଜୟ ହଜାରେ ଟ୍ରଫିରେ ଋତୁରାଜ ରନର ବର୍ଷା କରିଛନ୍ତି । ମହାରାଷ୍ଟ୍ର- ଉତ୍ତରପ୍ରଦେଶ ମଧ୍ୟରେ ଚାଲିଥିବା ଏହି ମ୍ୟାଚ୍‌ରେ ସେ ଡବଲ ଶତକ କରି ଅନେକ ରେକର୍ଡ ନିଜ ନାମରେ…

ବିଜୟ ହଜାରେ ଟ୍ରଫିରେ ବିଶ୍ୱ ରେକର୍ଡ କଲେ ତାମିଲନାଡ଼ୁ କ୍ରିକେଟର ନାରାୟଣ ଜଗଦୀଶନ, ରୋହିତ ଶର୍ମାଙ୍କୁ ପଛରେ ପକାଇଲେ

କେନ୍ୟୁଜ୍‌: ଏବେ ନ୍ୟୁଜିଲାଣ୍ଡରେ ଖେଳୁଛି ଟିମ୍‌ ଇଣ୍ଡିଆ, ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ ବି ଜାରିରଖିଛି । କିନ୍ତୁ ଏପଟେ ଘରୋଇ କ୍ରିକେଟରେ ବିଶ୍ୱ ରେକର୍ଡ କରୁଛନ୍ତି ଆଉ ଜଣେ କ୍ରିକେଟର । ବିଜୟ ହଜାରେ ଟ୍ରଫିରେ ତାମିଲନାଡ଼ୁ କ୍ରିକେଟର ନାରାୟଣ ଜଗଦୀଶନ ୨୭୭ ରନର ପାଳି ଖେଳି…

ଲଗାତାର ତୃତୀୟ ଶତକ କରି ଚର୍ଚ୍ଚାରେ ଋତୁରାଜ ଗାଏକ୍ୱାଡ, ସାଉଥ ଆଫ୍ରିକା ଗସ୍ତ ପାଇଁ ହୋଇପାରନ୍ତି ଚୟନ !

ଋତୁରାଜ ଗାଏକ୍ୱାଡ ନିଜର ଜବରଦସ୍ତ ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। ଋତୁରାଜ ଆଇପିଏଲ ପରେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଧମାଲ କରିଛନ୍ତି। ମହାରାଷ୍ଟ୍ରର ଗାଏକ୍ୱାଡ ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ଶତକ କରି ସାଉଥ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଟିମ୍‌ ଇଣ୍ଡିଆରେ ନିଜର ସ୍ଥାନ…

ଆଇପିଏଲରେ ମିଳିଲାନି ଏଣ୍ଟ୍ରି, କିନ୍ତୁ ବିଜୟ ହଜାରେ ଟ୍ରଫିରେ ଧମାଲ କରୁଛନ୍ତି ଶ୍ରୀସନ୍ଥ

ଇଣ୍ଡିଆନ ପ୍ରିମିଅର ଲିଗ(ଆଇପିଏଲ) ୧୪ ସିଜିନର ନିଲାମୀ ପ୍ରକ୍ରିୟା ୧୮ ତାରିଖରେ ସରିଯାଇଛି। ଏହି ବର୍ଷ ନିଲାମୀରେ ବିସିସିଆଇ ୨୯୨ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି। ଯେଉଁଥିରେ ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କ ନାମ ନାହିଁ। ଯାହାର ଜବାବ ଶ୍ରୀସନ୍ଥ ବିଜୟ ହଜାରେ ଟ୍ରଫିରେ…