ଏପଟେ ବୁଡ଼ୁଥିଲା କିଙ୍ଗ୍ଫିସର, ସେପଟେ ମାଲ୍ୟା କିଣୁଥିଲେ ଇଂଲଣ୍ଡ ଓ ଫ୍ରାନ୍ସରେ କୋଟି କୋଟି ଟଙ୍କାର ସମ୍ପତ୍ତି
ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ‘ସିବିଆଇ’ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ସିବିଆଇ କୋର୍ଟଙ୍କୁ କହିଛି ଯେ ମାଲ୍ୟା ୨୦୧୫-୧୬ ମଧ୍ୟରେ ଇଂଲଣ୍ଡ ଏବଂ ଫ୍ରାନ୍ସରେ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଛନ୍ତି, ଯେତେବେଳେ କି, ସେହି ସମୟରେ…