କ୍ୟାରିୟରର ସବୁଠୁ ବଡ଼ ହିଟ୍ ଦେଲେ କମଲ ହାସନ୍ ! ୩ ଦିନରେ ୧୫୦ କୋଟି ଟଙ୍କା ରୋଜଗାର କଲା ‘ବିକ୍ରମ’
ସାଉଥ୍ ସୁପରଷ୍ଟାର କମଲ ହାସନଙ୍କର ନୂଆ ଫିଲ୍ମ ‘ବିକ୍ରମ’ ଏବେ ସିନେମା ହଲ୍ରେ ଧମାଲ କରୁଛି। ଅକ୍ଷୟ କୁମାରଙ୍କ ସମ୍ରାଟ୍ ପୃଥ୍ଵୀରାଜକୁ ପଛରେ ପକାଇ ବିକ୍ରମ ରିଲିଜ୍ର ତିନି ଦିନ ଭିତରେ ୧୫୦ କୋଟି ଟାର୍ଗେଟ୍କୁ ପାର କରିଛି। ଏହି ଫିଲ୍ମ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ ପ୍ରବଳ…